Latest Odisha News

ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଘେରିଲେ ଉତ୍ୟକ୍ତ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପରିବାର ଲୋକ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ତାତିଛନ୍ତି ସ୍ଥାନୀୟ ଲୋକ । ହାଜତ ମୃତ୍ୟୁ…

ପ୍ରଭାବଶାଳୀ ନେତୃତ୍ୱର ଉଦାହରଣ ଦେଇ ନିଆରା ଢଙ୍ଗରେ ଜେଜେମାଙ୍କୁ ମନେ ପକାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ପ୍ରିୟ ଜେଜେମା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ୧୯ ନଭେମ୍ବର ୧୯୧୭ରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର…

ରାଜ୍ୟର ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସର୍ବଦଳୀୟ ବୈଠକ ଡାକିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଗୃହ କମିଟି ଗଠନ ସହ ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ ପାଇଁ ପ୍ରସ୍ତାବ…

ଏହି ଦିନ ରିଲିଜ୍ ହେବ ପ୍ରଭାସଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘ଆଦିପୁରୁଷ’

ନୂଆଦିଲ୍ଲୀ: ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଏବେ ଚାରିଆଡେ ଆଲୋଚନା ହେଉଛି। ଗୁରୁବାର ନିର୍ମାତା ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିବ। ଅଭିନେତା ପ୍ରଭାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ…

ଦେଶରେ ବଢିଲା: ଦିନକରେ ୪୫,୫୭୬ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଦେଶରେ ବଢିଲାଣି କରୋନା କାୟା । ୩୦ ହଜାର ୪୦ ହଜାର ତଳକୁ ଦୈନିକ କେସ୍ କମିଥିଲା । ଏବେ ପୁଣି ଥରେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୫୭୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୮୯ ଲକ୍ଷ ୫୮ ହଜାର ୪୮୪କୁ…

କରୋନା କାୟାରେ ଦିଲ୍ଲୀ: ଦିନକରେ ରେକର୍ଡ ୧୩୧ ମୃତ ଓ ୭୪୮୬ ପଜିଟିଭ୍, ସର୍ବଦଳୀୟ ବୈଠକ ଡାକିଲେ ଜେକ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଭାଇରସ୍ । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରେ ରେକର୍ଡ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ ସଂକ୍ରମିତ…

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ପେନୀୟ ଦମ୍ପତି

କୋରାପୁଟ: ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତି। ସୂଚନା ଅନୁଯାୟୀ ପାଖାପାଖି ୨ ବର୍ଷ ହେବ କୋରାପୁଟ ପ୍ରଶାସନ ଦ୍ବାରା ରାସ୍ତାକଡରୁ ଏକ ଶିଶ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଯାହା ପରେ ତାକୁ ଆଣି ଶିଶୁ ପରିଚର୍ଯ୍ୟା…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ଭାରସାମ୍ୟ ହରାଇ ବ୍ରିଜରେ ପିଟି ହେଲା ବାଇକ୍, ଦୁଇ ଆରୋହୀ ମୃତ

ସମ୍ୱଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାର ଡ଼ିମିରିକୁଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ରେଢ଼ାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ ଓ ରଥସାହିର…