ଆଇପିଏଲରେ ଡେବ୍ୟୁ କଲେ ସଚିନଙ୍କ ପୁଅ ଅର୍ଜ୍ଜୁନ; ଟୁଇଟରରେ ବାପା ଦେଲେ ଭାବବେଗ ଭରା ବାର୍ତ୍ତା
ନୂଆଦିଲ୍ଲୀ: ଆଇପିଏଲରେ ଡେବ୍ୟୁ କଲେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ସେ ଡେବ୍ୟୁ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିରୋଧରେ ସେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ ।
ଆଇପିଏଲ…