ପୋଷାକ ପରିଧାନକୁ ନେଇ ଉର୍ଫିଙ୍କୁ ହତ୍ୟା ଧମକ
ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅଭିନେତ୍ରୀ ଉର୍ଫି ଜାଭେଦ୍ଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ କାର୍ଯ୍ୟାଳୟରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏନେଇ ଉର୍ଫି…