Latest Odisha News

BREAKING NEWS

ସ୍ୱାମୀଙ୍କ ଅଭିଯୋଗ; ନିଜ ୪ ଝିଅଙ୍କ ଗଳାକାଟି ହତ୍ୟା କଲେ ପତ୍ନୀ

ମେୱାତ: ୪ ଝିଅର ବେକ କାଟି ମାଆର ଆତ୍ମହତ୍ୟା ଉଦ୍ୟମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ମେୱାତ୍‌ ଜିଲ୍ଲାରେ। ସୂଚନାନୁସାରେ, ଏଠାରେ ଜଣେ ମା’ ଫରମିନା ନିଜ ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଏହା ପଛର କାରଣ ମଧ୍ୟ ଅତି…

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ବିଭାଗର ସୂଚନାନୁସାରେ, ୧୦ ଡିଗ୍ରି ତଳେ ରାଜ୍ୟର ୨ ଟି ସହର ରହିଥିବା ରେକର୍ଡ ହୋଇଥିବା ବେଳେ…

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ ସହିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ କୋଣାର୍କ ମହୋତ୍ସବ। ଓଡ଼ିଶାର ପ୍ରମୁଖ ଉପକୂଳ ନାଭିକେନ୍ଦ୍ର କୋଣାର୍କ ପୁନଶ୍ଚ ଦେଖିବ ବିଶ୍ୱବ୍ୟାପି ଦ୍ୱୈତ ଘଟଣାର ମିଳନବିନ୍ଦୁରେ କୋଣାର୍କର ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ ଆନ୍ତର୍ଜାତୀୟ…

ପ୍ରତିଦିନ କରନ୍ତୁ ଏହି ୫ ଟି ଅଭ୍ୟାସ; ବୟସ ତୁଳନାରେ ଦେଖାଯିବେ ଅଧିକ ସତେଜ

ଭୁବନେଶ୍ୱର: ବୟସ ବଢ଼ିବା ସହ ଏହାର ଛାପ ତ୍ୱଚାରେ ଦେଖାଯାଏ।ମାତ୍ର ଆଜୀବନ ସତେଜ ଦେଖାଯିବା ପାଇଁ ସମସ୍ତେ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ଏପରି ୫…

ଆଜି ବିଶ୍ୱ ଏଡ଼ସ୍ ଦିବସ

ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ  । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ  । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା…

ଅଶୁଭ ସଙ୍କେତ ଦିଏ ଏହିସବୁ ସ୍ୱପ୍ନ

ଭୁବନେଶ୍ୱର: ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱାଭାବ। ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବା ସମୟରେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କୁହାଯାଏ। କିଛି ସ୍ବପ୍ନ ଆମ ପାଇଁ ଅତ୍ୟନ୍ତ ଶୁଭ…

ଓଡ଼ିଶାର ପାରମ୍ପରିକ ଲୋକ ବାଦ୍ୟ ଧୁଡୁକି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଧୁଡୁକି (ଘୁଡ଼ୁକି ଭାବେ ମଧ୍ୟ ଜଣାଶୁଣା) ।ଓଡ଼ିଶାର ଏକ ପାରମ୍ପାରିକ ବାଦ୍ୟ ଯନ୍ତ୍ର ।ଏହାକୁ ଭିତ୍ତି କରି ପରିବେଷିତ ହେଉଥିବା ଲୋକକଳା ଘୁଡ଼ୁକି ବା ଧୁଡ଼ୁକି ନାଚ ନାମରେ ପରିଚିତ । ଧୁଡୁକିଆ ଶବର(ମୁଣ୍ଡପୋତା କେଳା) ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ, ଲୋକମାନଙ୍କର ମନୋରଞ୍ଜନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୦୧-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ୧ ରିଖ ମଙ୍ଗଳବାର ବିଛା ୧୬ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ପ୍ରତିପ୍ରଦା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ସକାଳ ୮ଟା ୩୩ ମିନିଟ ପର୍ଯ୍ୟନ୍ତ ତାପରେ ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀଠାରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ‘ବିଦ୍ୟାଳୟ ଅଫ୍ ଦି ଇୟର ୨୦୨୦’ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବିଜନେସ୍ ଓ୍ବାଲ୍ଡ ଦ୍ୱାରା ପ୍ରଦତ୍ତ କେ ୧୨ ବିଦ୍ୟାଳୟ ବର୍ଗ ଅଧୀନରେ 'ସ୍କୁଲ୍ ଅଫ୍ ଦି ଇୟର' ପୁରସ୍କାର ୨୦୨୦ ହାସଲ କରିଛି। ପୂର୍ବରୁ ଏହା 14th annual EducationWorld India School Rankings (EWISR) 2020-21 surveyରେ ଭାରତର ନଂ ୧…