Latest Odisha News

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ…

କାଦୁଅରେ ଫସିଗଲା ଆମୁଲାନ୍ସ, ଅନ୍ଧାରରେ ରାସ୍ତା କଡ଼ରେ ହେଲା ପ୍ରସବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ବର୍ଷ ପୂର୍ବେ ଯେଉଁ ସମସ୍ୟାକୁ ନେଇ ଓଡ଼ିଶା ପରିଚିତ ଥିଲା ସମାନ ଚିତ୍ର ୨୦୨୨ରେ ଦେଖିବାକୁ ମିିଳିଛି। ପ୍ରସୂତିଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସିଗଲା । ପରେ ରାସ୍ତା କଡରେ ପ୍ରସବ ପରେ ନବଜାତଙ୍କୁ ଧରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ।…

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ…

ବୈତାଳ ମନ୍ଦିର

ସୁକାନ୍ତ କୁମାର ପଣ୍ଡା ମାଉସୀ ମା' ମନ୍ଦିର ଛକରୁ ରଥ ରୋଡରେ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବଡଦାଣ୍ଡ ସାହି ମଝିରେ ବାମ ପଟେ ଯେଉଁ ସୁନ୍ଦର ମନ୍ଦିରଟି ପଡେ, ତାର ନାମ ହେଉଛି ବୈତାଳ ମନ୍ଦିର । ମନ୍ଦିରର ତିନୋଟି ଚୂଡା ଥିବାରୁ ସାଧାରଣରେ ତିନି ମୁଣ୍ଡିଆ ମନ୍ଦିର ଭାବରେ ଏହା ଅଧିକ…

ଦେଶର ଶ୍ରେଷ୍ଠ ସ୍କୁଲ ମଧ୍ୟରେ ଓଡ଼ିଶାର ଉଭୟ ସରକାରୀ ଏବଂ ଘରୋଇ ସ୍କୁଲ

ଭୁବନେଶ୍ୱର: ଏଜୁକେସନ୍ ଓ୍ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ (ଇଡବ୍ଲୁଆଇଏସ୍ଆର୍) ୨୦୨୨-୨୩ର ବିଭିନ୍ନ ବର୍ଗରେ ରାଜ୍ୟର ୩ଟି ସ୍କୁଲ ଶ୍ରେଷ୍ଠ ୧୦ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏହି ସ୍କୁଲ ବର୍ଗରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ…

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ?

ଭୁବନେଶ୍ୱର: ରାଜ୍ୟ ସରକାର ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି ।…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସରକାରୀ ଓ୍ୱେବସାଇଟରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ ଅଳ୍ପ ଟିକିଏ କମିଛି। ୨୦୨୧ ଡିସେମ୍ବର…

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ଶରୀରକୁ ସୁସ୍ଥ ରଖେ ପାନ ପତ୍ର

ପାନ ସମସ୍ତେ ଖାଇବାକୁ ଭଲପାଆନ୍ତି। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ପାନ। ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟରେ ପାନ ପତ୍ରର ପ୍ରୟୋଗ ହୁଏ। ଲୋକେ ଖାଦ୍ୟ ଖାଇବା ପରେ ପାନ ସେବନ କରନ୍ତି। କାରଣ ପାଟିକୁ…