Latest Odisha News

ଭାରତ ଯୋଡୋ ଯାତ୍ରା: ରାହୁଲ-ସଚିନଙ୍କୁ ଦେଖି ଲୋକଙ୍କ ମନେ ପଡିଲା ରାଜେଶ-ରାଜୀବଙ୍କ ବନ୍ଧୁତା

ଜୟପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ବୁଧବାର ସଚିନ ପାଇଲଟ ଯୋଗ ଦେଇଥିଲେ । ରାହୁଲ ଓ ସଚିନ ଏକତ୍ର ଯାଉଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଥିଲେ । ଏହି ୨ଜଣଙ୍କ ବନ୍ଧୁତା ଦେଖି ପ୍ରଶଂସକମାନଙ୍କ ପୁରୁଣା କଥା ମନେ ପଡି ଯାଇଥିଲା । ପୂର୍ବରୁ ରାହୁଲଙ୍କ ବାପା ରାଜୀବ…

କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର: ଜଳସେଚନକୁ ଅଧିକ ଗୁରୁତ୍ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଜଳସଂପଦ ବିଭାଗର ୬ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରଥମ ପ୍ରସ୍ତାବ ହେଉଛି ବୈତରଣୀ ନଦୀରେ ୨ଟି…

ନାମାଙ୍କନ ଦାଖଲ ପୂର୍ବରୁ ରାହୁଲଙ୍କୁ ଭେଟିଲେ ଗେହଲୋଟ

କୋଚି: କଂଗ୍ରେସ ସଭାପତି ପଦ ପାଇଁ ସେପ୍ଟେମ୍ବର 24ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ସଂଧ୍ୟାରେ ସାକ୍ଷାତ କରିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ରାହୁଲ ଗାନ୍ଧୀଙ୍କ ସହ ଗେହଲୋଟ କଣ କଥା ହୋଇଛନ୍ତି ତାହା ଜଣାପଡିନଥିବା ବେଳେ…

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ: ସୁନ୍ଦରଗଡ-ଦେଓଗଡ ଫାଇନାଲ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପର ଫାଇନାଲ ମ୍ୟାଚ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ସୁନ୍ଦରଗଡ ୨-୧ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିଲା । ସେହିପରି…

ଏମକେସିଜିରେ ସିଲିଂ ଖସିବା ଘଟଣା: ଏନ୍‌ଏଚ୍‌ଆରସିରେ ମାମଲା

ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପରସ୍ପେସିଆଲିଟି କୋଠାରୁ ବାରମ୍ବାର ସିଲିଂ ପ୍ଲେଟ ଖସିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ବ୍ରହ୍ମପୁରର ଯୁବ ସମାଜସେବୀ ରବିନ୍ଦ୍ର କୁମାର ମିଶ୍ର କମିଶନ ନିକଟରେ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ…

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ ।  ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା…

ରୁଷର ୩୮ ସହରରେ ପୁତିନଙ୍କ ବିରୋଧରେ ବିକ୍ଷୋଭ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ୭ମାସ ପୂରିବାକୁ ଯାଉଛି । ଧନ, ଜୀବନ ଏବଂ ସବୁ କିଛି ଏଥିରେ କ୍ଷତି ହେଉଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ଯୁଦ୍ଧର ଉଷ୍ମକା ଟିକେ କମି ଆସିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରମାରୁ ବୋମା ବୟାନ ଏହାକୁ ଆହୁରି ତେଜିଛି । ପୁତିନ ଆବଶ୍ୟକ…

ଆଦିକନ୍ଦଙ୍କ ବିୟୋଗରେ ନବୀନ, ଧର୍ମେନ୍ଦ୍ରଙ୍କ ଶୋକ

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର୍‌ ୪ଟା ବେଳେ ମୃତ୍ୟୁ ହୋଇଛି। ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଦୁର୍ନୀତି ଅଭିଯୋଗରେ ଚୀନର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ବେଜିଂ: ଚୀନରେ ବାମପନ୍ଥୀ ସରକାର ନିଜର ପୂର୍ବତନ ଆଇନମନ୍ତ୍ରୀଙ୍କୁ ଫାଶୀ ଦଣ୍ଡ ଦେବ । ଦୁର୍ନୀତି ପାଇଁ ଏହି ଦଣ୍ଡ ପାଇବେ ଚୀନର ପୂର୍ବତନ ଆଇନ ମନ୍ତ୍ରୀ ଫୁ ଝୋଂଗହୁଆ । ତେବେ ଆଇନ ମନ୍ତ୍ରୀଙ୍କ ପାଇଁ ସରକାର ମଧ୍ୟ କିଛି ନରମ ହୋଇନାହାଁନ୍ତି । ଦୁର୍ନୀତି ପାଇଁ କାହାକୁ ଛଡାଯିବ ନାହିଁ ବୋଲି…

ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ ସନ୍ତୁଳିତ ଜୀବନଚର୍ଯ୍ୟା: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ବୟସା ଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା । ଏବେ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଏବଂ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର…