Latest Odisha News

BREAKING NEWS

ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ପରେ ଗର୍ଭପାତ, ଭ୍ରୁଣ ଧରି ପୋଲିସ ପାଖରେ ପହଞ୍ଚିଲେ ଶାଶୂ

ବରେଲି: ହାଥରସ୍, ଉନ୍ନାଅ ପରେ ବରେଲିରେ ନାରକୀୟ କାଣ୍ଡ ଘଟିଛି । ମଣିଷ ଏମିତି ପଶୁ ପାଲଟି ଜଣେ ୩ ମାସର ଅନ୍ତଃସତ୍ତ୍ୱା ମହିଳାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ କରିବ ତାହା କେହି କଳ୍ପନା ବି କରି ପାରିବେ ନାହିଁ । ଉତ୍ତରପ୍ରଦେଶ ବରେଲିରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସଜେଟ୍ ର ଅଧା ବିମାନ ଉଡାଣ ବନ୍ଦ ରଖିବାକୁ ନିର୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ପୁଣି ସ୍ପାଇସ ଜେଟ ପାଇଁ ଖରାପ ସମୟ ଆସିଛି । ବାରମ୍ବାର ଅଭିଯୋଗ ପରେ ଏହି ବିମାନ ଉଡାଣ କଂପାନି ଉପରେ ପୁଣି ପ୍ରତିବନ୍ଧକ ଲଗାଇଛି ଡିଜିସିଏ ।  କମ୍ପାନିର ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିଲା । ଏବେ ପୁଣି ଅଧା ବିମାନ ଉଡାଣ ପାଇଁ …

ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲ…

କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରିବାକୁ ଆଦିବାସୀ ସଂଗଠର ଦାବି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି  । ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ…

ତିରୁପତି ମନ୍ଦିରରେ ୧.୦୨ କୋଟି ଟଙ୍କା ଦାନ କଲେ ମୁସଲିମ ଦମ୍ପତି

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥତ ତିରୁପତି ମନ୍ଦିରରେ ଆଜି ଏକ ମୁସଲିମ ଦମ୍ପତି ୧.୦୨ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କୁ ବ୍ୟାପାରୀ ଅବଦୁଲ ଗନି ଓ ତାଙ୍କ ପତ୍ନୀ ସୁବିନା ବାନୋଁ ଏହି ଅର୍ଥ ଦାନ କରିଛନ୍ତି । ଏକ ଭିନ୍ନ ସମ୍ପ୍ରଦାୟର ହେବା ସତ୍ୱେ ଏତେ…

ଗଞ୍ଜାମରୁ ଆରମ୍ଭ ହେବ ପରିବର୍ତ୍ତନ: ଆପ୍‌

ବ୍ରହ୍ମପୁର:ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲାର କର୍ମକର୍ତା ସମ୍ମିଳନୀ ବୁଧବାର ସ୍ଥାନୀୟ ଟାଉନ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ । ସେ କହିଥିଲେ ଯେ, ଗଞ୍ଜାମ ହେଉଛି ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର…

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ…

କଂଗ୍ରେସ ସଭାପତି ନିର୍ବାଚନ : ଦିଗବିଜୟ କହିଲେ ଲଢ଼ିବାକୁ ଆଗ୍ରହ ଅଛି

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପୂର୍ବରୁ ଏବେ ଜଣଙ୍କ ପରେ ଜଣଙ୍କ ନାମ ସଭାପତି ପାଇଁ ଚର୍ଚା ହେଉଛି । ଏବେ କଂଗ୍ରେସ ସଭାପତି ଦୈାଡ଼ରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଶଶୀ ଥରୁର, ଅଶୋକ…

ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଜଣ ଗିରଫ

ବାଲେଶ୍ୱର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ଭୟଭୀତ କରାଇ ସ୍ତ୍ରୀକୁ…

ଆସନ୍ତୁ ଜାଣିବା ପୃଥିବୀରେ ପିମ୍ପୁଡିଙ୍କ ସଂଖ୍ୟା କେତେ ?

ହଂକଂ: ପୃଥିବୀ ପୃଷ୍ଠରେ ମଣିଷ ହେଉ କିମ୍ବା ବିଶେଷ ପ୍ରଜାତିର ଜୀବଜନ୍ତୁଙ୍କ ଗଣତି ସହଜରେ ହୋଇ ଯାଇଥାଏ । ତେବେ ପୃଥିବୀ ପୃଷ୍ଠରେ କେତେ ପିମ୍ପୁଡି ଅଛନ୍ତି ତାର ଗବେଷଣା କରିବା ପରେ ଏହାର ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୫୦୦ ପ୍ରକାରର ପିମ୍ପୁଡିଙ୍କ ଉପରେ ଗବେଷଣା କରାଯାଇ…