ଗୁଜରାଟ ବୋଲରଙ୍କ କଞ୍ଜୁସ ବୋଲିଂ, ବଡ ସ୍କୋର କରିପାରିଲା ନାହିଁ ପଞ୍ଜାବ
ମୋହାଲୀ: ଚଳିତ ଆଇପିଏଲରେ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୫୪ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ଗୁଜରାଟ ବୋଲରଙ୍କ କଞ୍ଜୁସ ବୋଲିଂ ଯୋଗୁ ପଞ୍ଜାବ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ ବଡ…