Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍ ! ଆଦିବାସୀ ପରିବାରରେ ଅପପୁଷ୍ଟି ନେଇ ଆକ୍ଷେପ କଲେ ଅର୍ଜୁନ

ଭୁବନେଶ୍ୱର : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଦାରିଦ୍ର୍ୟର କରାଳ ରୂପ ! ଏକଥା ଆମେ କହୁନାହୁଁ, ଯାଜପୁର ଦାନଗଦୀ ବ୍ଲକ୍‌ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହେବା ଘଟଣା ଓ ଏହାକୁ ନେଇ…

ପୁଣି ଡରାଇଲାଣି କରୋନା ସଂକ୍ରମଣ: ଆସିପାରେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ସାରା ଦେଶରେ ହୁ ହୁ ବଢୁଛି ସଂକ୍ରମଣ । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ବି କୋଭିଡ ରୋଗୀଙ୍କ ଗ୍ରାଫ ବଢୁଥିବା ଲକ୍ଷ୍ୟ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଣୁଥିବା ପୁଲିସ ଭ୍ୟାନ୍; ଧକ୍କା ଲାଗି ଗାଈ ମୃତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟର ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେଉଛି। ଏହାରି ଭିତରେ ଅତିକ ଅହମଦକୁ ଏନ୍‌କାଉଣ୍ଟରରେ ମାରିଦେବା ଭୟ ରହିଛି। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଇପାରେ ବୋଲି ମଧ୍ୟ ବିରୋଧୀ ସମାଲୋଚନା କରୁଛନ୍ତି। ହେଲେ ପୁଲିସ ସତର୍କତାର ସହ…

ବିସିସିଆଇ ଜାରି କଲା ଖେଳାଳିଙ୍କ ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଖେଳାଳିଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ତାଲିକା ଜାରୀ କରିଛି । ଏହା ୨୦୨୨ ଅକ୍ଟୋବର ଓ ସେପ୍ଟମ୍ବର ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ରବୀନ୍ଦ୍ର ଜାଡେଜାଙ୍କ ପ୍ରମୋଶନ ହୋଇଛି । ସେ ଏବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ…

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ, କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର:ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ବିଧାନସଭାରେ କଂଗ୍ରେସ ହଟ୍ଟଗୋଳ । ଅଭିନବ ଉପାୟରେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ । ଗୃହ ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି…

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  । ତେବେ କେଉଁ…

ଆଡେନୋଭାଇରସ୍ ସଂକ୍ରମଣ ଚିନ୍ତା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସାମ୍ପ୍ରତିକ ସମୟରେ, ଥଣ୍ଡା ଓ ଜ୍ୱର ଯୋଗୁଁ ପିଲାମାନଙ୍କର ମୃତ୍ୟୁ ଅନେକ ଲୋକଙ୍କୁ ଦୁଃଖ ଓ ଚିନ୍ତିତ କରିଛି । ପ୍ରତିବର୍ଷ ଶୀତର ଶେଷ ଓ ଗ୍ରୀଷ୍ମ ଆରମ୍ଭ ମଧ୍ୟରେ ପାଣିପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଓ ଜ୍ୱର ସହିତ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା…

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ତେଜିଲା ଭଞ୍ଜନଗର ଜିଲ୍ଲା ମାନ୍ୟତା ଦାବି । ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ପାଳନ ଯୋଗୁଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲୀଳାମୟଙ୍କ ଚିନ୍ତା ପାରାବାରରେ ବୁଡ଼ିବୁଡ଼ି ପଦ୍ମିନୀ ବାସ୍ତବତାର କଷାଘାତକୁ ଧୀରେଧୀରେ ବିସ୍ମରି ଯାଉଥିଲା । ଆଖି ଆଗରେ ତା’ର ଭାସୁ ନଥିଲା ଚନ୍ଦ୍ରଭାନୁଙ୍କ ଚେହେରା... ହୃଦୟକୁ ବିଦାରିତ କରୁ ନଥିଲା ତାଙ୍କର ବ୍ୟବହାର…

ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ପୁରୀ : ଆଜି ହେଉଛି ଚୈତ୍ର ଶୁକ୍ଲ ଷଷ୍ଠୀ। ଏଥିପାଇଁ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା । ଏହି ରଥଯାତ୍ରାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ। ଏହି ପର୍ବ ଅନୁଯାୟୀ, ଶ୍ରୀମନ୍ଦିର ବେଢ଼ାରେ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର…