Latest Odisha News

BREAKING NEWS

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ଓ ସେବକଙ୍କ ବିଷୟରେ ଆଲୋଚନା ଅବସରରେ ଆମେ ଜାଣିଲେ ଏକ ଭିନ୍ନ ସେବକ "ସୁଧ ସୁଆର "ଙ୍କ ବିଷୟରେ। ସେହି ସୁଧ ସୁଆର ସେବାର ଅନ୍ୟ ଏକ ସ୍ୱରୂପ ହେଲା "ଅଣସର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା । - ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ…

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ…

ରଥଯାତ୍ରା ପୂର୍ବରୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ତ?

ପୁରୀ: ଆଗକୁ ରଥଯାତ୍ରା। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଦୌଡି ଆସିବେ। ରଥଯାତ୍ରାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହାରି…

ଟିପିଏସ୍ଓଡିଏଲ୍ ଗ୍ରୀଷ୍ମ ଋତୁର ପିକ୍ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପ୍ରସ୍ତୁତ ରହିଛି।…

ବାରିପଦାରେ ମୋଦୀ ସରକାର ତିଆରି କରିବେ ଆଦିବାସୀ ବିଶ୍ବବିଦ୍ୟାଳୟ!

ବାରିପଦା: ବାରିପଦାରେ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ଯାହା ସମ୍ପୂର୍ଣ୍ଣ ହେଲେ ଇତିହାସ ରଚିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ଯକ ଜମି…

୪୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ପାଲଟିଲା ଏସିଆ ମହାଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସହରରେ ବୁଧବାର ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲା ରାଜ୍ୟରେ ଲଗାତର ଭାବେ ତାପମାତ୍ରା ବୃଦ୍ଧି…

ଦ୍ବିତୀୟ ଥର ପାଇଁ ଅପରାଜିତାଙ୍କୁ ‘ପ୍ରତିଷ୍ଠା ଦିବସ’ରେ ଆମନ୍ତ୍ରଣ କରାନଯିବା ପଛର କାରଣ କ’ଣ?

ଭୁବନେଶ୍ୱର: ରାତି ପାହିଲେ ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ। ଏହାକୁ ନେଇ ବିଏମସି ତରଫରୁ ବ୍ୟାପକ ଆୟୋଜନା ହୋଇଛି। ହେଲେ ଖୋଦ୍ ରାଜଧାନୀର ସାଂସଦ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି…