Latest Odisha News

BREAKING NEWS

ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ…

ଛାତ୍ରୀଙ୍କ ହଷ୍ଟେଲ ଶୌଚାଳୟରେ କିପରି ହେଉଥିଲା ଭିଡିଓ ସୁଟିଂ? ଦେଖନ୍ତୁ ଶୌଚାଳୟର ଚିତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀଙ୍କ ହଷ୍ଟେଲରୁ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ଘଟଣାରେ ନୂଆ ମୋଡ଼। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏବେ ୭  ଦିନିଆ ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ଏସଆଇଟି ଟିମ୍ ମଧ୍ୟ ତଦନ୍ତ କରୁଛି । ତେବେ କିପରି ଶୌଚାଳୟ…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ…

ଅର୍ପିତାଙ୍କ ଦେଢ କୋଟିର ଏଲଆଇସି ପ୍ରିମିୟମ ଦେଉଥିଲେ ପାର୍ଥ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଆଉ ଏହି ଚାର୍ଜଶିଟରେ ତଦନ୍ତକାରୀ ସଂସ୍ଥା ଯେଉଁ ତଥ୍ୟ ଉପସ୍ଥାପନ କରିଛି ଯଦି ତାହା ସତ ବୋଲି କୋର୍ଟରେ ପ୍ରମାଣିତ ହେବ ତାହେଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ…

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ…

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ…

ଝାରସୁଗୁଡ଼ାରେ ବାଇପାସ ରାସ୍ତା ପାଇଁ ୫୮୭ କୋଟି ମଞ୍ଜୁର

ଝାରସୁଗୁଡା: ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦାବି ହେଉଥିଲା। ଏବେ ଏହି ବାଇପାସ ରୋଡ୍ ପାଇଁ ଅନୁମତି ମିଳିଛି। ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ଠାରେ ଭାୟା ତାଳପଟିଆ ଦେଇ ରାସ୍ତା ତିଆରି କରିବାକୁ…

ଓଲଟିପଡିଲା ବସ୍, ୧୯ ତୀର୍ଥଯାତ୍ରୀ ଆହତ

ଯାଜପୁର: ଓଲଟି ପଡିଲା ତୀର୍ଥଯାତ୍ରୀ ବସ୍। ଉତ୍ତରପ୍ରଦେଶରୁ ଆସିଥିବା ଆସିଥିବା ତୀର୍ଥଯାତ୍ରୀ ବସ୍ ଯାଜପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୯ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁରର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କ…

ଶିକ୍ଷାର ଅସମାନତା ସମାଜକୁ ‘ବିଭାଜନ’ କରୁଛି: ଜାତିସଂଘ ମହାସଚିବ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥା ଏବେ ବିପଦରେ। ସମାଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଶିକ୍ଷା ଏବେ ବିଭାଜନକାରୀ ଭାବେ ଏକ ମାଧ୍ୟମ ପାଲଟିଯାଉଛି। ଜାତିସଂଘର ମହାସଚିବ ଆଣ୍ଟୋନିଆ ଗୁଟେରସ୍ ଏପରି କହିଛନ୍ତି। ଜାତିସଂଘ ମୁଖ୍ୟ ଶିକ୍ଷା ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଡାକିଥିଲେ। ଏହି…

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…