କ୍ଲାସେନଙ୍କ ଶତକ, ବାଙ୍ଗାଲୋର ସମ୍ମୁଖରେ ୧୮୭ ରନର ଲକ୍ଷ୍ୟ
ହାଇଦ୍ରାବାଦ: ଚଳିତ ଆଇପିଏଲ ଏବ ଅନ୍ତିମ ପର୍ଯ୍ୟାୟର ନିକଟତର ହେଉଛି । ପ୍ଲେ ଅଫ ପ୍ରବେଶ ପାଇଁ ବାକି ଥିବା ଅଧିକାଂଶ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଗୁରୁବାର ଅନୁଷ୍ଠିତ ମ୍ୟାଚରେ ହେନରିକ କ୍ଲାସେନଙ୍କ ଚମତ୍କାର ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ ବିନିମୟରେ ୧୮୬ ରନ…