Latest Odisha News

BREAKING NEWS

କେବଳ ରାହୁଲ ନୁହେଁ, ଆଇରନ୍ ଲେଡିଙ୍କ ସହ ମୋଟ୍ ୧୬ ଜଣ ହରାଇଛନ୍ତି ସାଂସଦ ସଦସ୍ୟତା

କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ବିଧାୟକ କିମ୍ବା ସାଂସଦ, ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ମାନେ, ସେମାନଙ୍କ ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯାଏ । ସମ୍ବିଧାନ ପ୍ରଣୟନ ପରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଛି। ନିକଟରେ କେରଳ…

ହଲିଉଡ ଫିଲ୍ମ ଅଫରକୁ ରୋକ୍‌ଠୋକ୍ ମନା କଲେ ରଣବୀର

ମୁମ୍ବାଇ: ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବଲିଉଡ ଅଭିନେତା ରଣବୀର କପୁର ବେଶ୍ ଚର୍ଚ୍ଚାରେ । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ରଣବୀରଙ୍କ ଚମତ୍କାର ଅଭିନୟ ପାଇଁ ତାଙ୍କର ଅନେକ ହିଟ ଫିଲ୍ମ ହିଟ୍ ହେଉଛି । ଏବେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଫିଲ୍ମର ଅଫର…

ବଲିଉଡ୍ କୋରିଓଗ୍ରାଫର ଓଡ଼ିଆ ପୁଅ ସଂଗ୍ରାମ

ପୁରୀ: ଓଡ଼ିଆ ପୁଅ ସଂଗ୍ରାମ । ଏବେ ବଲିଉଡରେ ଦେଖାଉଛନ୍ତି ନିଜ ଡ୍ୟାନ୍ସର ଯାଦୁ । ଶୁଆଇ ଦେଉ ନଥିବା ସ୍ୱପ୍ନ ଆଉ ଅହରହ ସଂଘର୍ଷ ସଂଗ୍ରାମଙ୍କୁ ଦେଇଛି ସଫଳତା । ଶ୍ରୀକ୍ଷେତ୍ର ପୁରୀ ମାଟିର ପୁଅ ସଂଗ୍ରାମ କେଶରୀ ବାରିକ ଏବେ ମାୟାନଗରୀ ମୁମ୍ବାଇରେ କାମ କରୁଛନ୍ତି । ବଲିଉଡର ଜଣାଶୁଣା ପ୍ରଡକ୍ସନ…

ଏମିତି ଏକ ଗାଁ: ଯେଉଁଠି ୭୦ କୁକୁର କୋଟିପତି

ଗୁଜରାଟ: ଆଜିର ସମୟରେ ସମସ୍ତଙ୍କ ପାଇଁ ଟଙ୍କା ହିଁ ସବୁକିଛି । ସେଥିପାଇଁ ଲୋକମାନେ ଅଧିକ ପ୍ୟାକେଜ୍ ସନ୍ଧାନରେ ଚାକିରି ବଦଳାଇଥାନ୍ତି । ଆଉ କିଛି ଲୋକ ପଇସା ରୋଜଗାର କରିବା ପାଇଁ ବ୍ୟବସାୟ ବି କରନ୍ତି । ଯଦି ଭାଗ୍ୟ ସାଥ୍ ଦେଲା ତାହାହେଲେ ଆପଣ ଅତି ସହଜରେ କୋଟିପତି ବା ଧନୀ ସାବ୍ୟସ୍ତ…

ରାତି ଅଧରେ ପଞ୍ଚାୟତ ଅଫିସରୁ ଚୋରି କରୁଥିଲେ ପିଡିଏସ୍ ଚାଉଳ, ମାଡ଼ି ବସିଲେ ଗାଁ ଲୋକ

ସୋନପୁର: ଗରିବ ଗୁରୁବାଙ୍କୁ ବାଣ୍ଟିବା ପାଇଁ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେଉଛନ୍ତି । ଆଉ ଉକ୍ତ ଚାଉଳକୁ ଚୋରି କରୁଥିବା ବେଳେ ସରପଞ୍ଚ ଓ ଗ୍ରାମବାସୀଙ୍କ ହାତରେ ୨ ଜଣ ଧରା ପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ପାଇକବାହାଲ ପଞ୍ଚାୟତରେ ।…

ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ ଡେ, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ !

ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ ! କାରଣ, ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ । ଅର୍ଥାତ, ବିଜୁଳି ସଂରକ୍ଷଣ ପାଇଁ ସାରା ବିଶ୍ୱରେ ଆଜି ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ…

ପାଟକୁରାରୁ ଲଢ଼ିବେ ଅତନୁ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଭିୱେଟ ମାନଙ୍କର ଲଢେଇ ପାଟକୁରାରେ ହୁଏ। ବିଶେଷ କରି ବିଜୟ ମହାପାତ୍ରଙ୍କୁ ନେଇ ପାଟକୁରା ବିଷୟରେ ସବୁବେଳେ ଆଲୋଚନା ହୁଏ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାଟକୁରା ବିଧାନସଭା କ୍ଷେତ୍ରରେ…

କାହିଁକି ଜାପାନ ଯିବେ ନବୀନ?

ଭୁବନେଶ୍ୱର: ଜାପାନ ଯିବେ ନବୀନ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ନିର୍ବାଚନ ପାଖେଇ ଆସୁଛି। ସେଥିପାଇଁ ଆଗୁଆ ବିଭିନ୍ନ ଜିଲ୍ଲା ଗସ୍ତ କରି ନବୀନ ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏପରିକି ଏ ମାଧ୍ୟମରେ ନବୀନ ଆଗୁଆ ନିର୍ବାଚନ ପ୍ରଚାର ସାରି ଦେଉଛନ୍ତି ବୋଲି…

ରାହୁଲଙ୍କ ପାଇଁ ବିରୋଧୀ ଏକ, ବିଜେପିକୁ ମହଙ୍ଗା ପଡିବନି ତ ?

ଭୁବନେଶ୍ୱର: ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ରାହୁଲଙ୍କ ବିରୋଧରେ ଏହି ନିଷ୍ପତ୍ତି ବିରୋଧୀ ଏକତାକୁ ତୀବ୍ର କରିଥିବା ଦେଖାଯାଉଛି। ଦେଶର ପ୍ରମୁଖ ବିରୋଧୀ କଂଗ୍ରେସ ହେଲେ ମଧ୍ୟ ଦେଶର ଅନ୍ୟ ବିରୋଧୀ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାକୁ ପସନ୍ଦ କରୁ ନାହାଁନ୍ତି।…

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ…