Latest Odisha News

BREAKING NEWS

ଶିକ୍ଷାର ଅସମାନତା ସମାଜକୁ ‘ବିଭାଜନ’ କରୁଛି: ଜାତିସଂଘ ମହାସଚିବ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥା ଏବେ ବିପଦରେ। ସମାଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଶିକ୍ଷା ଏବେ ବିଭାଜନକାରୀ ଭାବେ ଏକ ମାଧ୍ୟମ ପାଲଟିଯାଉଛି। ଜାତିସଂଘର ମହାସଚିବ ଆଣ୍ଟୋନିଆ ଗୁଟେରସ୍ ଏପରି କହିଛନ୍ତି। ଜାତିସଂଘ ମୁଖ୍ୟ ଶିକ୍ଷା ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଡାକିଥିଲେ। ଏହି…

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…

ରାଜନୈତିକ ଚାନ୍ଦା ଜରିଆରେ କଳାଟଙ୍କା ବ୍ୟବହାର ରୋକିବାକୁ ନିର୍ବାଚନ ଆୟୋଗର ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ନିର୍ବାଚନ କମିଶନ। ଏ ନେଇ ଆଇନ ମନ୍ତ୍ରାଳୟକୁ ଏକ ସୁପାରିଶ କରିଛନ୍ତି। ଯେଉଁଥିରେ ନଗଦ ରାଶିର ପରିଣାମ ସର୍ବାଧିକ ଟଙ୍କା ୨୦ ହଜାରରୁ ୨ ହଜାର କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ…

ଦୀର୍ଘ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଲେ ସପ୍ନା ଚୌଧୁରୀ

ଲକ୍ଷ୍ନୌ: ଅଡୁଆରେ ପଡିଲେ ନୃତ୍ୟ କଳାକାର ସପ୍ନା ଚୌଧୁରୀ। ନିଜର ଏକ କାର୍ଯ୍ୟକ୍ରମ ବାତିଲ କରି ଟିକେଟ୍ ଟଙ୍କା ଫେରସ୍ତ ନକରିବା ମାମଲାରେ ସପ୍ନା ସୋମବାର ପ୍ରାୟ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଥିଲେ। ଭବିଷ୍ୟତରେ ସେ ଅଦାଲତ ଶୁଣାଣିରେ ହାଜର ହୋଇ ସହଯୋଗ କରିବା ସର୍ତ୍ତରେ କୋର୍ଟ…

ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା ପଡିଲା ମହଙ୍ଗା, ପାକିସ୍ତାନ ମନ୍ତ୍ରୀଙ୍କ ବିରୋଧରେ ମାମଲା

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା  ଏବଂ ତାଙ୍କ ପ୍ରତି ଧାର୍ମିକ ଘୃଣାଭାବ ସୃଷ୍ଟି କରିଥିବା ନେଇ ଅଭିଯୋଗ। ଏନେଇ ସୋମବାର ପଞ୍ଜାବ ପ୍ରଦେଶ ସରକାରର ପାକିସ୍ତାନ ମୁସଲିମ ଲିଗ ନବାଜ (ପିଏମଏଲ-ଏନ)ର ଦୁଇ ବରିଷ୍ଠ ମନ୍ତ୍ରୀ ଏବଂ ଏକ ଟିଭି…

ଭାଷା ଭାଗବତ : ବାସ୍ତବ କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନୋଭାବ ଓ ଆଚରଣ ଧାରଣା, ମତ ଉଚ୍ଚାରଣ କରଂତି ସହଜେ ପ୍ରମାଣ କି ଶିକ୍ଷା କରିଛୁଁ ଗ୍ରହଣ ପ୍ରାପ୍ତ ଜ୍ଞାନରେ ସ୍ବାନୁଭୂତି ମିଶାଇ ନ ପାରିଲେ ବ୍ୟକ୍ତି ଗାଇ ପୁରୁଣା ପଦାବଳି ଯାଏ ଏହି ସଂସାରେ ଚଳି ହେଲେ ହେଁ…

ସନେଟ : ଗାଁରୁ କହୁଛି

ରବି ପଣ୍ଡା ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼ ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼ ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା'ର ମୁହଁ ଦେଖାଉଛି । କୁଆଡ଼େ ହଜିଛି କାଇଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପରେ କିଏ ଜଣେ ତାକୁ ତା' କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥିତ। ଏହାକୁ କେବଳ ଜନ୍ମବେଦୀ ନୁହେଁ ବିଶେଷ ଭାବରେ ଏହା ଆଡପମଣ୍ଡପ, ଯଜ୍ଞମଣ୍ଡପ, ରାସ ମଣ୍ଡପ, ଜନ୍ମ ମଣ୍ଡପ…

ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀ । ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି ବାୟୁ ପ୍ରଦୂଷଣର ମାତ୍ରା । ତିନି ଦିନ ପୂର୍ବେ ପ୍ରଥମଥର ପାଇଁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ଥର ଭଲ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ (ସିପିସିବି) ସୂଚନା ଅନୁସାରେ, ସୋମବାର ସହରର ସମଗ୍ର ବାୟୁର ଗୁଣବତ୍ତା…