ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ, ପେନ୍କିଲର୍ସ ଓ ଆଣ୍ଟିବାୟୋଟିକ୍ ଭଳି ଦରକାରୀ ଔଷଧ ହେବ ମହଙ୍ଗା
ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ। ପେନ୍ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ କିଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି।
ପୂର୍ବରୁ ମହଙ୍ଗାମାଡ଼ ସହୁଥିବା ସାଧାରଣ ଜନତା ପାଇଁ ଏହା ଏକ ବଡ଼…