Latest Odisha News

BREAKING NEWS

ସନ୍ତାନର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତ ହେଲେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ)ର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ । ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ…

କଳିଙ୍ଗ ହସ୍ପିଟାଲର ଏମଡି ଭାବେ ଯୋଗଦେଲେ ନିଲଞ୍ଜନା ମୁଖାର୍ଜୀ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ସେବା ଆରମ୍ଭ କରିଥିଲା କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ । ଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇଁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ପରିଚିତ । ୨୦୨୨ ମେ ମାସରେ କଳିଙ୍ଗ ହସ୍ପିଟାଲ…

ବ୍ରହ୍ମପୁର ପୋଲିସ ଉପରକୁ ଅପରାଧୀଙ୍କ ବୋମା ମାଡ଼

ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା…

ଆମ୍ରି ହସ୍ପିଟାଲକୁ ଅଧିଗ୍ରହଣ କରିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍

ଭୁବନେଶ୍ୱର: ଇମାମି ଗ୍ରୁପର ଆମ୍ରି ହସ୍ପିଟାଲକୁ କିଣିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍ । ଏଥିପାଇଁ ମଣିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ୨୩୫୦ କୋଟି ଟଙ୍କା ଦେବ । ସେହିଭଳି ସିଙ୍ଗାପୁରର ଟେମାସେକ, ମନିପାଲ୍ ଏଣ୍ଟରପ୍ରାଇଜେସର ଅଂଶ ଯାହାର ମୂଲ୍ୟ ୪ ବିଲିୟନ୍ ଡଲାର ଅଧିଗ୍ରହଣ କରିବ । ଆମ୍ରି…

ଦୁନିଆର ସବୁଠୁ ଦାମୀ ନେଲ୍‌ପଲିସ୍‌, ଦାମ ଜାଣିଲେ ହୋସ ଉଡ଼ିଯିବ

ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ପ୍ରସାଧାନ ସାମଗ୍ରୀ ଆଜିକାଲି ବଜାରରେ ଉପଲବ୍ଧ ହୋଇପାରୁଛି । ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ସାମଗ୍ରୀ ବ୍ୟବହାର କରୁଛନ୍ତି । ଦେଖାଯାଉଛି ଯେ, ସେଥିଲାଗି ସେମାନେ ପାଣି ପରି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାଉ…

ବୀର କଳିଙ୍ଗ ପୁତ୍ର ବଡି ବିଲ୍ଡିଂ ଚାମ୍ପିୟନଶିପ ୩୧ରୁ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୩୧ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଅଲ ଓଡିଶା ବଡି ବିଲ୍ଡିଂ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିରେ ଓଡିଶାର ସମସ୍ତ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ । ସେମାନଙ୍କ ସହ ୫୦ ଅଫିସିଆଲ ମଧ୍ୟ ଯୋଗ ଦେବେ । ପ୍ରଥମ ଥର…

ରାଜନୀତିକୁ ନାଁ କହିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିଜର ନୂଆ ଫିଲ୍ମ ‘ଫତେହ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତା ତଥା ସ୍ୱେଚ୍ଛାସେବୀ ସୋନୁ ସୁଦ । ଜଣେ ଉଚ୍ଚକୋଟୀର ଅଭିନେତା ହେବା ସହ ବାସ୍ତବ ଜୀବନରେ ସୋନୁ ଜଣେ ଭଲ ମଣିଷ ମଧ୍ୟ । ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ କରି…

ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଞ୍ଚିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର,…

୨ ପ୍ରେମିକକୁ ଜଣେ ପ୍ରେମିକା: ଏକାଠି ପିନ୍ଧାଇଲେ ସିନ୍ଦୁର, ମଙ୍ଗଳସୂତ୍ର

କୁହାଯାଏ ବିବାହ ଦୁଇଟି ଆତ୍ମାର ମିଳନ । ଯଦି ଆମେ ହିନ୍ଦୁ ବିବାହ ଆଇନ ବିଷୟରେ କହିବା, ତେବେ ଏଠାରେ କେବଳ ଗୋଟିଏ ବିବାହ ସ୍ୱୀକୃତିପ୍ରାପ୍ତ । କିନ୍ତୁ ଜଣେ ପ୍ରେମିକାଙ୍କୁ ଦୁଇ ଜଣ ପ୍ରେମିକ ଏକାସଙ୍ଗରେ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ବିବାହ କରିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ: ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସର ଏହି ମୁକାବିଲାରେ ସିନ୍ଧୁଙ୍କୁ ୧୭-୨୧, ୧୧-୨୧ରେ ଚୀନର ଝାଙ୍ଗ ୟୋ ମେନ ପରାସ୍ତ କରିଥିଲେ । ଚଳିତ ବର୍ଷ ସିନ୍ଧୁ ମାଲେସିଆ ଓପନ,…