Latest Odisha News

BREAKING NEWS

PFI ବିରୋଧରେ NIAର ଚାର୍ଜସିଟ୍; ‘ଭାରତକୁ ଇସଲାମିକ୍ ଦେଶ କରିବାକୁ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ଦେଶରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଉପରେ ପ୍ରତିବନ୍ଧକ ଲାଗିଛି । କିନ୍ତୁ କେତେକ ରାଜ୍ୟରେ ଏବେ ପିଏଫ୍ଆଇ ସକ୍ରିୟ ରହିଛି । ଏପରିକି ପିଏଫ୍ଆଇକୁ ଫଣ୍ଡି ମଧ୍ୟ ମିଳୁଛି । ଏହାରି ଭିତରେ ଖବର ଆସିଥିଲା ପିଏଫ୍ଆଇ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ଦେଶ ବନାଇବାକୁ ଚାହୁଁଛି ।…

ଇଂଲଣ୍ଡ ବିପକ୍ଷରେ ବାଂଲାଦେଶର କ୍ଲିନ ସୁଇପ

ଢ଼ାକା:ବାଂଲାଦେଶ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଛି । ମୀରପୁରରେ ଅନୁÂିତ ତୃତୀୟ ଟି୨୦ରେ ବାଂଲାଦେଶ ୧୬ ରନରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୫୮ ରନ…

ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ

ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ । ଏହା ପଢ଼ିବାରେ ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜ ଝିଅର ପ୍ରେମିକଙ୍କୁ ଭଲ ପାଇ ବସିଛନ୍ତି । ଝିଅର ଯେତେ ବାରଣ ସତ୍ତ୍ୱେ ମଧ୍ୟ ମହିଳା ଜଣକ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି…

ପରପାରିରେ ସାହିତ୍ୟିକ ତପନ ପଟ୍ଟନାୟକ

ଭୁବନେଶ୍ବର : ଆଉ ନାହାନ୍ତି ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତଥା ପ୍ରକାଶକ ତପନ ପଟ୍ଟନାୟକ। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା। ମୁଁ ଆସିଛି ଦେଖି ତୋ କଳା ବଦନକୁ ଗୀତ ମାଧ୍ୟମରେ ସେ…

ଅଜୟଙ୍କ ସିଂଘମ ଏଗେନ ଓ କାର୍ତିକଙ୍କ ଭୁଲ ଭୁଲୈୟା ୩ ମଧ୍ୟରେ ହେବ ବକ୍ସ ଅଫିସ ମୁକାବିଲା

ମୁମ୍ବାଇ: ଫିଲ୍ମମେକର ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ୨୦୨୪ ଦୀପାବଳୀରେ ରିଲିଜ ହେବ । ଏଥିରେ ଅଜୟ ଦେବଗାନ, ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି । ଦୀପିକାଙ୍କୁ ଏଥିରେ ଲେଡୀ କପ ଭୂମିକାରେ ଦେଖିବାକୁ ମିଳିବ । ତେବେ ମଙ୍ଗଳବାର ମିଳିଥିବା ଖବର ଅନୁସାରେ ଏହି କାର୍ତିକ…

ନାଟୁ ନାଟୁ ଓସ୍କାର ଜିତିବା ପରେ ଏମିତି କଣ କହିଲେ ଜ୍ୟାକଲିନଙ୍କ ମେକଅପ ଆର୍ଟିଷ୍ଟ

ନୂଆଦିଲ୍ଲୀ: ବ୍ୟବସାୟୀକ ସଫଳତା ପରେ ଆରଆରଆରର ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ସାରା ଭାରତ ଏହି ସଫଳତାକୁ ନେଇ ଗର୍ବ କରୁଥିବା ବେଳେ ମଙ୍ଗଳବାର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମେକଅପ ଆର୍ଟିଷ୍ଟ ଶାନ ମୁଟ୍ଟାଥିଲ ଏ ନେଇ ଏକ ଚାଂଚଲ୍ୟକର ବୟାନ…

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିଲେ ବନ କର୍ମଚାରୀ, ଜଳିଗଲା ଜିପ୍

ସୁନ୍ଦରଗଡ଼: ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ବନ ବିଭାଗ କର୍ମଚାରୀ ନାକେଦମ୍ ହେଉଛନ୍ତି । ଆଉ ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

ଦିନେ ଦୁଇଦିନରେ ପିସିସିର ନୂଆ କମିଟି !

ଭୁବନେଶ୍ୱର: ଘୋଷଣା ହେବ ଶରତଙ୍କ ନୂଆ ଟିମ। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ କମିଟି ଘୋଷଣା ହୋଇପାରେ। ପିସିସି ସଭାପତି ଦିଲ୍ଲୀ ଗସ୍ତ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦାଇତ୍ୱ ନେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ପିସିସି କମିଟି ଗଠନ ହୋଇ ନ…

ଶାହାରୁଖଙ୍କ ଜବାନ ଫିଲ୍ମର ଘୁଂଚିବ ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଆଗାମୀ ଫିଲ୍ମ ଜବାନର ପୂର୍ବ ନିର୍ଦ୍ଧାରିତ ରିଲିଜ ତାରିଖରେ ପରିବର୍ତନ କରାଯିବା ନେଇ ସୂଚନା ମିଳିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଏହି ଫିଲ୍ମର ଶୁଟିଂ ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ଶାହାରୁଖଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ।…