ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ , ୩ କିଲୋମିଟର ଦୂରକୁ ଶୁଭେ ହାର୍ଟବିଟ୍ର ଶବ୍ଦ
କୁହାଯାଏ, ନୀଳ ତିମି ସମୁଦ୍ର ଦୁନିଆର ସବୁଠାରୁ ବଡ ଜୀବ । ବିଶ୍ୱର ଗଭୀର ସମୁଦ୍ର ଭିତରେ ଏହା ପ୍ରାୟତଃ ଦେଖାଯାଇଥାନ୍ତି । ଆକଳନ କୁହେ, ଏହି ଜୀବର ଓଜନ ପ୍ରାୟ ୧୫୦ ଟନ୍ରୁ ଅଧିକ । ତେବେ ଏହାର ହୃତପିଣ୍ଡର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ…