ରାଜ୍ୟରେ ଏବେ କେତେ ଡାକ୍ତର ଅଛନ୍ତି ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଖାପାଖି ୩ ହଜାର ଡାକ୍ତର ପଦବି ଖାଲି ପଡ଼ିଛି। ପଦବି ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତରରେ ଏହି ସୂଚନା ଜଣାପଡ଼ିଛି।
ଓଡ଼ିଶାରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବି ରହିଥିବା ବେଳେ…