କଫ ସିରପ ରାକେଟର ପର୍ଦ୍ଦାଫାଶ, ଚେର ଲମ୍ବିଛି ବଲାଙ୍ଗୀରରୁ ପଶ୍ଚିମବଙ୍ଗ
ଭୁବନେଶ୍ୱର: କଫ ସିରପ ମାଫିଆଙ୍କ ବିରୋଧରେ ବଲାଙ୍ଗୀର ପୋଲିସ ତାର 'ମିଶନ କଫ ସିରପ' ଅଭିଯାନରେ ଏକ ବଡ ସଫଳତା ହାସଲ କରି ରବିବାର ଏକ ଆନ୍ତଃରାଜ୍ୟ ସଙ୍ଗଠିତ ରାକେଟର ପର୍ଦ୍ଦାଫାଶ କରିଛି। ପୁଲିସ ୩୫ ଜଣ କଫ ସିରପ୍ ମାଫିଆଙ୍କୁ ଗିରଫ କରିବା ସହ ୩୫ ଲକ୍ଷ ଟଙ୍କାର 'ଏସକଫ୍' କଫ ସିରପ୍ ବୋତଲ ଜବତ…