ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇପାରିବନି ନଗ୍ନ ଫଟୋ; ‘ଟେକ୍ ଇଟ୍ ଡାଉନ୍’ ଟୁଲ୍ ଲଞ୍ଚ କଲା ମେଟା
ନୂଆଦିଲ୍ଲୀ: ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏବେ ‘ଟେକ୍ ଇଟ୍ ଡାଉନ୍’ ଟୁଲ୍ ଲଞ୍ଚ କରିଛି। ଏହି ଟୁଲ୍ ସାହାଯ୍ୟରେ ଫେସ୍ବୁକ କିମ୍ବା ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆରେ ନ୍ୟୁଡ୍ କଣ୍ଟେଣ୍ଟ ଶେୟାର କରିବାରୁ ରୋକି ହେବ। ଏହି ଟୁଲ୍କୁ ନ୍ୟାସ୍ନାଲ ସେଣ୍ଟର ଫର୍…