Latest Odisha News

BREAKING NEWS

ଟିଭିରେ ଘର ପାଚେରି

ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ । କିନ୍ତୁ ସେପରି…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ…

ଆଇସିସିର ବଡ଼ ତ୍ରୁଟି: ଜାଣିପାରିଲାନି ଟେଷ୍ଟରେ କିଏ ଏକ ନମ୍ବର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଅପରାହ୍ନରେ ଆଇସିସି ଟେଷ୍ଟ ମାନ୍ୟତା ଦୃଷ୍ଟିରୁ ଭାରତକୁ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ବୋଲି ଘୋଷଣା କରିଥିଲା। ଏସିଆ ମହାଦେଶର ପ୍ରଥମ ଦଳ ଭାବେ କ୍ରିକେଟର ସବୁ ଫର୍ମାଟରେ ମ୍ୟାନ୍ ଇନ ବ୍ଲୁ ଏକ ନମ୍ବର ହୋଇଥିଲା। ଯାହାକୁ ନେଇ ସାରା ଭାରତର କ୍ରିକେଟ…

କିଟରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୪ ହଜାର ୩୦ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର: କିଟ୍‍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍‍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍‍ କାର୍ଣ୍ଣିଭାଲ୍‍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନସର ଭଲ ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇ ପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର ଡାକ୍ତର…

ପଠାନକୁ ସୁଚିନ୍ତିତ ଷଡଯନ୍ତ୍ରଭାବେ କରାଯାଇଛି କି ସୁପରହିଟ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ କରୋନା ମହାମାରୀ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଧରାଶାୟୀ ହେବାରେ ଲାଗିଲା । ଅପରପକ୍ଷରେ ସାଉଥର ଫିଲ୍ମ ପ୍ରତି ଲୋକଙ୍କ ପସନ୍ଦ ବଢ଼ିବାରେ ଲାଗିଲା । ଏହି ସମୟରେ ବଲିଉଡର ସବୁଠାରୁ ବଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ…

ଅଜବ ସଉକ: ନିଜ ଚେହେରାକୁ ଦେଲେ ଝଟିପିଟି ରୂପ

ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଚେହେରାରେ ପ୍ରିୟ ପଶୁପକ୍ଷୀଙ୍କ ରୂପ ଦେବାକୁ ଯାଇ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଚେହେରା ବଦଳାଇବା ନିଶା କ୍ୱଚିତ୍ ଲୋକଙ୍କ ପାଖରେ ଥାଏ । ଏମିତି ଅଜବ ସଉକ ରଖୁଥିବା ବ୍ୟକ୍ତି ହେଉଛନ୍ତି ଏରିକ୍ ସ୍ପ୍ରେଗ୍ ।…

୬୩ ବର୍ଷ ହେବ କୋଟଲାରେ ଭାରତ ହାରିନି ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ନାଗପୁର ପରି ଅଷ୍ଟ୍ରେଲିଆକୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଉ ଏକ ସ୍ପିନ ଚକ୍ରବ୍ୟୁହର ସାମ୍ନା କରିବାକୁ ପଡିବ । ଫିରୋଜ ଶାହା କୋଟଲାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଭାରତ ପାଇଁ ଏହି ପିଚ ଅଭ୍ୟେଦ ଦୁର୍ଗ ସଦୃଶ ରହିଛି । ୬୩ ବର୍ଷ ହେବ ଭାରତ ଏହି…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ଆଜମ ଖାଁଙ୍କ ପୁଅ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ନେତା ଆଜମ ଖାଁଙ୍କ ଅଡୁଆ କମିବାରେ ନାମ ଧରୁନି । ବୁଧବାର ତାଙ୍କ ପୁତ୍ର ଅବଦୁଲ୍ଲା ଆଜମ ଖାଁଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ୧୫ ବର୍ଷ ତଳର ଏକ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁଆର ନିର୍ବାଚନ…