ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୪)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସାହିତ୍ୟ ଆଲୋଚନା ଶୁଣିବାପାଇଁ ସେ କେତେ ଉଦ୍ବିଗ୍ନ ରହୁଥିଲା । କିନ୍ତୁ ଯେଉଁଦିନଠାରୁ ଚନ୍ଦ୍ରଭାନୁଙ୍କର ଅମୀୟ ମୟୁଖ ତା’ ଜୀବନ ଆକାଶରୁ ଅଦୃଶ୍ୟ ହୋଇଗଲା, ସେହି ଦିନଠାରୁ ଜୀବନର ଏହି ଅପରିକଳ୍ପିତ, ଅନ୍ଧାର ପରିସରରେ…