କେଶ ପାଇଁ ସୋରିଷ ତେଲ ମାସ୍କ…
ସମସ୍ତେ ଶୁଷ୍କ କେଶ ପାଇଁ ଚିନ୍ତିତ । କେଶ କିପରି ମଜଭୁତ ରହିବା ସଙ୍ଗେ ସଙ୍ଗେ ଘନ ଓ ସୁନ୍ଦର ଦିଶିବ ସେନେଇ ସମସ୍ତେ ତତ୍ପର । ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ…