Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ…

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର…

କୁଆଡେ ଗଲେ ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନିଖୋଜ ଅଛନ୍ତି । ତାଙ୍କ ବିଷୟରେ କୌଣସି ତଥ୍ୟ କାହା ପାଖରେ ନାହିଁ । ଦକ୍ଷିଣ କୋରିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କିମ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଫେବୃୟାରୀ ୮ରେ କୋରିଆ ପିପୁଲ୍ସ…

ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀର ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜନ କରିବ ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ । ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନା ଆଇଏସିର ପ୍ରଥମ ସଂସ୍କରଣ ଆୟୋଜନ କରିବ । ଫେବ୍ରୁଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଝାରସୁଗୁଡ଼ାର ବେଦାନ୍ତ ପରିସରରେ ଆୟୋଜିତ ହେବ ।…

ଆସନ୍ତୁ ଜାଣିବା ବାପା ହେଲେ ପୁରୁଷଙ୍କ ମସ୍ତିଷ୍କରେ କଣ ପ୍ରଭାବ ପଡିଥାଏ

ନୂଆଦିଲ୍ଲୀ: ଯେପରି ମାଆ ହେଲା ପରେ ଗୋଟିଏ ମହିଳାର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ସେହିପରି ବାପା ହେଲେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥାଏ । ଏପରିକି ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ନିକଟରେ ବୈଜ୍ଞାନିକମାନେ ଏ ନେଇ ଦୀର୍ଘ ଦିନ ଗବେଷଣା କରିବା ପରେ…

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।…

ଚୀନ୍‌ର ୬ ହଜାର ପ୍ରେକ୍ଷାଳୟରେ ପୁଣି ମୁକ୍ତିଲାଭ କରିବ “ଇଂଲିଶ ଭିଂଲିଶି”

ମୁମ୍ବାଇ: ଚୀନ୍‌ରେ ରହୁଥିବା ହିନ୍ଦି ଭାଷାଭାଷୀ ପ୍ରବାସୀ ଭାରତୀୟ ତଥା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ ଓ ଫଲୋଅର୍ସଙ୍କ ପାଇଁ ଖୁସି ଖବର । ଶ୍ରୀଦେବୀଙ୍କ ଅଭିନିତ ଚଳଚ୍ଚିତ୍ର ‘ଇଂଲିଶି ଭିଂଲିଶି’ ପୁଣି ଥରେ ଚୀନ୍‌ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ତାହା ପୁଣି ଗୋଟେ…

କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ MSPକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି । ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର…

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ । ସେ…

ଫୁଲ ପାଖୁଡାରେ ଡ୍ରେସ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିନ୍ନ ଭିନ୍ନ ଲୋକଙ୍କର ମାନସିକତା ଅନୁସାରେ ଭିନ୍ନ ଭିନ୍ନ ସଉକ ମଧ୍ୟ ଥାଏ । କେହି କେହି ପଶୁପକ୍ଷୀଙ୍କୁ ଭଲ ପାଉଥିବା ବେଳେ ଆଉ କିଏ ଗଛଲତାକୁ ଭଲ ପାଇଥାନ୍ତି । ଏମିତି ଜଣେ ମହିଳା ଯିଏକି ଗଛଲତାକୁ ଭଲ ତ ପାଇଥାନ୍ତି, ତାସହିତ ଭଲ ପାଇବାର ନିଦର୍ଶନ ସ୍ୱରୂପ ଫୁଲ…