Latest Odisha News

BREAKING NEWS

ମୋହନ ଭାଗବତଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ସମାଜରେ ଜାତି ପ୍ରଥା ବ୍ରାହ୍ମଣଙ୍କ ଦ୍ୱାରା ସୃଷ୍ଟି ବୋଲି ବୟାନ ଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନ ନେଇ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଭଗବତ…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ହାଇକୋର୍ଟରେ ପିଆଇଏଲ ଦାଖଲ

କଟକ: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମୀ ହତ୍ୟା କରିବା ମାମଲାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ। ସିବିଆଇ ତଦନ୍ତ ଦାବି କରି ପିଆଇଏଲ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ଦାୟର ହୋଇଥିବା ପିଆଇଏଲରେ କୁହାଯାଇଛି ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…

୭.୩ କିଲୋର ଶିଶୁ ଜନ୍ମ

ସାଧାରଣତଃ ଏକ ସୁସ୍ଥ ସବଳ ଶିଶୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ବାପାମାଆ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ହେଲେ ବ୍ରାଜିଲରେ ଏମିତି ଏକ ଶିଶୁ ଜନ୍ମ ହୋଇଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ନବଜାତ ଶିଶୁର ଓଜନ ୭ କିଲୋ ୩ ଶହ ଗ୍ରାମ । ଦୁନିଆର…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ ବ୍ରୋଞ୍ଜ

ଭୋପାଳ: ଚଳିତ ଖେଲୋ ଇଣ୍ଡିଆ ୟୂଥ ଗେମ୍ସରେ ଓଡିଶା ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ସୋମବାର ମହିଳା ୱେଟଲିଫ୍ଟିଂରେ ଜ୍ୟୋତ୍ସ୍ନା ଶବର ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୦ କେଜି ବିଭାଗରେ ୧୧୮ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ପ୍ରୀତିସ୍ମିତା…

ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକନିକ ମଧ୍ୟରେ କିଟ୍‍ ପଲିଟେକନିକ୍‍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ (ଏନ୍‍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍‍ନିକ୍‍ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ଏନ୍‍ବିଏ ପକ୍ଷରୁ କିଟ୍‍ ପଲିଟେକ୍‍ନିକର ୩ଟି…

ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୧୦ ତାରିଖରୁ ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ହାତୀ ହତ୍ୟା ଘଟଣାରେ ଅଭିଯୁକ୍ତର ମୃତ୍ୟୁ, ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଠଗଡ଼: ରାଜ୍ୟରେ ପ୍ରତିମାଲ ବନ୍ୟଜନ୍ତୁଙ୍କ ମୃତ୍ୟୁ ଖବର ଆସୁଛି। ଅଧିକାଂଶ ହତ୍ୟାର ଶିକାର ହେଉଥିବାର ଅଭିଯୋଗ ରହିଛି। ଯେଉଁଥିରେ ବନ୍ୟ ସୁରକ୍ଷା ଅଧିକାରୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇପାରୁନଥିବା ବେଳେ ଆଠଗଡରେ ନିକଟରେ ହୋଇଥିବା ହାତୀ ହତ୍ୟା ଘଟଣାର ଅଭିଯୁକ୍ତକୁ କଟକ ଆଠଗଡ ବଡମ୍ବା…

ସିସୋର ଚିଟଫଣ୍ଡ ଠକେଇ: ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟକା

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେବା ପରେ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଛି। ଠକେଇ…

ଏମିତି ସ୍କୁଲ ଯେଉଁଠି ଜଣେ ଛାତ୍ରକୁ ଜଣେ ଶିକ୍ଷକ

ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ଅନେକ ବ୍ୟୟ ଅଟକଳ ମଧ୍ୟ କରାଯାଉଛି । ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା, ପାଠ୍ୟସାମଗ୍ରୀ ଆଦି…