Latest Odisha News

BREAKING NEWS

ଏଠି ଯୌତୁକ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କା; ହେଲେ ପୁଅ ଘର ଦିଅନ୍ତି ଝିଅ ଘରକୁ

ବେଜିଂ: ଝିଅଟିଏ ହେଲେ ପରିବାରରେ ଚିନ୍ତା ପଡିଯାଏ । ବାହାଘର ପାଇଁ କେତେ ଯୌତୁକ ରଖିବେ ଏବଂ କେମିତି ରଖିବେ ସେ ଚିନ୍ତା ଝିଅଟିର ଜନ୍ମ ବେଳରୁ ହିଁ ବାପା-ମା’ କରିଥାନ୍ତି ।  କାରଣ ଯୌତୁକ ଆମ ସମାଜର ଏକ ପ୍ରଥା ଯାହା ସମୟକ୍ରମେ କଳଙ୍କରେ ପରିଣତ ହୋଇଯାଇଛି । ଖାଲି  ଭାରତରେ ନୁହେଁ, ଅନେକ…

ଜର୍ମାନ ଚାନ୍‌ସେଲରଙ୍କ ମନ କିଣିଲା ରାସ୍ତାକଡ଼ର କୁଲ୍ଲଡ ଚା’

ବେଙ୍ଗାଲୁରୁ : ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ଜର୍ମାନ ଚାନ୍‌ସେଲର ଓଲାଫ ସ୍କୋଲଜ । ରବିବାର ଦିଲ୍ଲୀ ଚାଣକ୍ୟ ପୁରୀର ଏକ ଦୋକାନରୁ ଚା’ ପିଇଥିଲେ  । ଯାହା ତାଙ୍କ ମନ କିଣି ନେଇଛି  । ସେ କହିଛନ୍ତି ଚା’ ବିନା ଭାରତକୁ କିପରି ଅନୁଭବ କରିହେବ । ଭାରତର ପ୍ରକୃତ ସ୍ୱାଦ ହେଉଛି ଏହି ଚା’ ।…

ଚାଷୀଙ୍କ ପାଇଁ ଖୁସି ଖବର; ଆଜି ମିଳିବ ପିଏମ୍‌ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଲା । ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବେ । ପ୍ରଧାନମନ୍ତ୍ରୀ…

“ଭାରତରେ ରକ୍ତର ନଦୀ ବୁହାଇବୁ”-ପାକିସ୍ତାନ ମାଟିରେ ଏମିତି ଖୋଲାଖୋଲି ଧମକ ଦେଲା ମୋଷ୍ଟ ୱାଣ୍ଟେଡ…

ରାଓଲପିଣ୍ଡି:ପାକିସ୍ତାନରେ ସେଲିବ୍ରିଟିଜଙ୍କୁ ଭାରତୀୟ ଗୀତିକାର ଜାବେଦ ଅଖତାରଙ୍କ ଏକ ଟିପ୍ପଣୀ କଟାଘାରେ ଚୁନ ଦେବା ପରି ଲାଗିଛି । ହେଲେ ସେଲିିବ୍ରିଟିମାନେ ଏହି ସମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସଇଦର ଭାଇରାଲ ଭିଡିଓ ଉପରେ ଚୁପ ରହିଛନ୍ତି । ଭାରତରେ ହୋଇଥିବା ଅନେକ ଆତଙ୍କୀ…

ମେଘାଳୟ ଏବଂ ନାଗାଲାଣ୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଂଚଳ ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏହା ଅପରାହ୍ନ ୪ଟା ଯାଏ ଚାଲିବ।  ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ଲୋକେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଉ ମୀନାକ୍ଷି... ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା ।…

ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ…

ମାସକ ତଳେ ଥିଲେ ୩ ନମ୍ବର ଧନୀ, ଏବେ ୩୦ ନମ୍ବରରେ ଆଦାନୀ

ନୂଆଦିଲ୍ଲୀ: ଦିନେ ଥିଲେ ଧନୀ ନମ୍ବର ୩ । ଏବେ ନମ୍ବର ୩୦ । ଏଥିପାଇଁ ଗୋଟିଏ ମାସ ବି ଲାଗିଲାନି । ମାସକ ତଳେ ବିଶ୍‌: ଧନୀ ତାଲିକାରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ୩ ନମ୍ବରରେ ଥିବାବେଳେ ଏବେ ୩୦ ନମ୍ବରକୁ ଖସି ଆସିଛନ୍ତି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତାଙ୍କ କମ୍ପାନୀ…

ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ ‘ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ’ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ" ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଉନ୍ମୋଚିତ  ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ ଏବଂ ଭାରତ ସରକାରଙ୍କ ରାଷ୍ଟ୍ରୀୟ…

ଭାଷା ଭାଗବତ : ଉପାୟ ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଉପାୟ ଥିଲେ ସୁଦ୍ଧା ଜଣା ପାଳିବା ପାଇଁ କରି ମନା ହୋଇଲେ ଅଭ୍ୟାସର ଦାସ ଆପେ ତ ଘଟେନି ବିକାଶ ପୂର୍ଣ ଓ ପୂର୍ଣ୍ଣ ସମାର୍ଥକ ହେଲେ ହେଁ 'ପୂର୍ଣ୍ଣ' ସମର୍ଥକ ଲେଖଂତିନାହିଁ ଯଦି 'ପୂର୍ଣ' ଆପେ ଘଟେନି ଉନ୍ନୟନ ଲିପିକୁ କରିଲେ ସରଳ…