Latest Odisha News

BREAKING NEWS

୨ ଟ୍ରକ୍‌ ମୁହାଁମୁହିଁ, ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ

ଯାଜପୁର: ଧର୍ମଶାଳା ଥାନା ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ବଡ ଧରଣର ଅଘଟଣ। ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ…

ଦେଶଦ୍ରୋହ ଅପରାଧରେ ଗିରଫ ଚାନ୍ଦିପୁର ଆଇଟିଆାର୍‌; ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଗାଁ ଲୋକେ

ଜଳେଶ୍ୱର : ପୁଣି ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌  । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପାଣାସ୍ତ୍ର ଘାଟି (ଆଇଟିଆାର୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ  । ଭାରତୀୟ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୁ ଓଠରେ ଇଷତ୍ ଫାଙ୍କ ସୃଷ୍ଟି କରି ସେ ଚାହିଁଲା । - ବିନା ଚାର୍ଜିଂରେ ତ କେହି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି । - ସମସ୍ତେ ଯଦି ସତ୍ୟାଭିଳାଷୀ ହୁଅନ୍ତେ, ସେ ନିର୍ଭୀକତା ଯଦି ସମସ୍ତଙ୍କ ପାଖରେ…

ମେ ୮ରେ ଓଜେଇଇ ପରୀକ୍ଷା, ଏପ୍ରିଲ ୨୦ରୁ ୱେବସାଇଟ୍‌‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ମେ’ ୮ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍‌‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର…

ଭାଷା ଭାଗବତ : ହିଂସାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଋଷି, ତପସ୍ବୀଂକର ଦେଶ କେଉଁଠୁ ପାଇ ଏତେ ରୋଷ କରିଚାଲିଛି ଆତ୍ମନାଶ ସହିତ ସମୂହ ବିନାଶ ବ୍ୟକ୍ତିର ପଦେ କଥା ଶୁଣି ତାକୁ ଚଂଚଳ ଦେଲେ ହାଣି ସରେନି ହିଂସାର କାହାଣୀ ଅବୋଧ୍ୟ କାହିଁକି କେଜାଣି ମତ ଲେଖିବା ପାଇଁ ବ୍ୟଗ୍ର ହୋଇ ଯେ…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା…

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ…

୫୧୨ କିଲୋ ପିଆଜକୁ ୨ ଟଙ୍କା ୪୯ ପଇସାରେ ବିକିଲେ ଚାଷୀ

ପୁଣେ: ମହାରାଷ୍ଟ୍ରର ସୋଲାପୁରର ଜଣେ ଚାଷୀ ବ୍ୟବସାୟୀକୁ ୫୧୨ କିଲୋ ପିଆଜ ବିକ୍ରି କରି ମାତ୍ର ୨ ଟଙ୍କା ୪୯ ପଇସା ପାଇଛନ୍ତି। ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା । ଯଦି ବ୍ୟବସାୟ ମାନେ ଏହିପରି ଦରରେ ଚାଷୀଙ୍କୁ ଯଦି ପିଆଜ ବିକ୍ରି କରିବେ ତାହେଲେ ଆଗାମୀ ଦିନରେ ପିଆଜ ଚାଷ ପ୍ରଭାବିତ ହେବା…

ଉଦ୍ଧବଙ୍କ ମାତୋଶ୍ରୀରେ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦଳୀୟ ନେତା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ମୁମ୍ବାଇରେ ସାକ୍ଷାତ କରି ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସୌଜନ୍ୟମୂଳକ ଫୋନ୍ କଲ୍ ପାଇ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର…

ନିରପେକ୍ଷ ତଦନ୍ତ ଓ ବିଚାର ପାଇଁ ପୀଡ଼ିତାଙ୍କର ମୌଳିକ ଅଧିକାର ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉଦ୍ଧବ ସରକାର ବେଳେ ଏକ ସୋଶିଆଲ ମିଡିଆ ପୋଷ୍ଟକୁ ନେଇ ଜଣେ ବ୍ୟକ୍ତିଙ୍କୁ ଏନସିପି ବିଧାୟକଙ୍କ ବଙ୍ଗଳାରେ ମାରପିଟ କରିବା ଘଟଣାରେ ସୁପ୍ରିମକୋର୍ଟ ଶୁଣାଣି କରିବା ବେଳେ କହିଛନ୍ତି, ନିରପେକ୍ଷ ତଦନ୍ତ ଓ ବିଚାର ପାଇଁ ପୀଡ଼ିତାଙ୍କର ମୌଳିକ ଅଧିକାର ରହିଛି। ତେଣୁ ଏହି ଘଟଣାରେ…