Latest Odisha News

BREAKING NEWS

ବଜେଟରେ ମିଶନ ଶକ୍ତିକୁ ଫୋକସ, ବିନା ସୁଧରେ ସ୍କୁଟର ଋଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ନିର୍ବାଚନୀ ବଜେଟରେ ସରକାର ମିଶନ ଶକ୍ତି ଉପରେ ଫୋକସ କରିଛନ୍ତି । ଏବେ ରାଜ୍ୟରେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଯେଉଁଥିରେ ୭୦ ଲକ୍ଷରୁ ଅଧିକ ମହିଳା ବିଭିନ୍ନ ମାଧ୍ୟମରେ ଆୟ କରି ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏସଏଚଜି ଗୁଡ଼ିକୁ କ୍ଷୁଦ୍ର ଓ…

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭…

ମୋ ସ୍କୁଲ୍ ଅଭିଯାନ ପାଇଁ ବଜେଟରେ ୮୦୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରେଣୀଗୃହ ଭିତରୋ ଓ ବାହାରେ ଛାତ୍ରାଛାତ୍ରୀଙ୍କୁ ସହାୟତା ପାଇଁ ଏକାଡେମିକ କ୍ୟାଲେଣ୍ଡର, ହାଉସ୍ ସିଷ୍ଟମ ଏବଂ ସ୍କୁଲସ୍ତରୀୟ କ୍ଲବ ପ୍ରଚଳନ କରାଯିବ । ଉଚ୍ଚ ବିଦ୍ୟାଳୟ…

ମେଗା ଧାରାବାହିକ ‘ସୁନା ଝିଅ’ କରୁଛି ଧମାଲ

ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଏହା ଏବେ ଟେଲି ଦୁନିଆରେ ଧମାଲ କରୁଛି । ‘ସୁନା ଝିଅ’ ଧାରାବାହିକ ହେଉଛି ଆମ ଓଡିଆ…

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।…

ବୃଦ୍ଧଙ୍କ ଅଜବ ଇଛା : ଶହେଙ୍କୁ କରିବି ବିବାହ,ଦେବି ଛାଡ଼ପତ୍ର

ବିବାହ ହେଉଛି ସାତ ଜନ୍ମର ବନ୍ଧନ । ସାଧାରଣତଃ ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ଥିଲେ ଛାଡ଼ପତ୍ର ହୋଇ ନ ଥାଏ । କିନ୍ତୁ ଏମିତି ଜଣେ ବୃଦ୍ଧ ବିବାହକୁ ନେଇ ଅଜବ ଇଛା ରଖିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଇଛାଟି ହେଲା ବିବାହ କରିବା ଓ ଛାଡ଼ପତ୍ର ଦେବା । ତା ପୁଣି ଗୋଟେ କି ଦୁଇଟି…

ବିଲେଇ ଓ ମଣିଷର ନିଆରା ବନ୍ଧୁତ୍ୱ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକି ବେଶ୍ ହୃଦୟସ୍ପର୍ଶୀ । ତେବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଲେଇ ଓ ମଣିଷକୁ ଭିତରେ ଥିବା ନିବିଡତାକୁ ଦର୍ଶାଇଛି । ये किस तरह की मौत है? इतना…

କୌଣସି ପାର୍ଟି ଆଟେଣ୍ଡ କରନ୍ତି ନାହିଁ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ହିଟ୍ ମେସିନ୍ ବୋଲି କୁହାଯାଇଥାଏ । ଅର୍ଥାତ୍ ବଲିଉଡରେ ସର୍ବାଧିକ ଚଳଚ୍ଚିତ୍ର କରିଥିବା ଅଭିନେତାଙ୍କ ମଧ୍ୟରୁ ସେ ଅନ୍ୟତମ । ଅକ୍ଷୟ କୁମାର ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥାନ୍ତି । ଅନେକଙ୍କ ଧାରଣା ବଲିଉଡ଼ରେ ନିଜର ସ୍ଥାନ ବଜାୟ…

୬ ବର୍ଷରେ ୮୪ ଦେଶ ବୁଲିଲେଣି ଦମ୍ପତ୍ତି, ଖର୍ଚ୍ଚ ଦେବାକୁ ପଡ଼େ କେବଳ ବିମାନ ଭଡ଼ା

ଯଦି କେହି ଆପଣଙ୍କୁ କୁହନ୍ତି ଏକ ଦମ୍ପତ୍ତି ମାତ୍ର ୬ ବର୍ଷ ମଧ୍ୟରେ ୮୪ ଟି ଦେଶ ଭ୍ରମଣ କରିଛନ୍ତି, ତେବେ ଆପଣଙ୍କର ସିଧା ଉତ୍ତର ହେବ ଯେ, ସେ ଜଣେ ଧନୀ ଦମ୍ପତ୍ତି ନିଶ୍ଚୟ ହୋଇଥିବେ । ଯଦି କୁହାଯାଏ ସେମାନେ ନିହାତି ମଧ୍ୟବିତ୍ ପରିବାରର ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଏହା କିନ୍ତୁ…

ସ୍କୁଲରୁ ମିଳିଲା ୯୪ ବର୍ଷର ପୁରୁଣା ବିଲ୍

ଗତ କିଛି ମାସ ଧରି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପୁରୁଣା ବିଲ୍ ବେଶ୍ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ବିଲ୍, ବିଦ୍ୟୁତ୍ ବିଲ୍, ପେଟ୍ରୋଲ୍ ବିଲ୍, ବୁଲେଟ୍ କିମ୍ବା ସାଇକେଲ୍ ବିଲ୍ ଏବଂ ଏହା ସୁନା କିମ୍ବା ରୂପା କିଣିବା ପାଇଁ ବିଲ୍ କି ନୁହେଁ; ଲୋକମାନେ ସମସ୍ତ ପ୍ରକାର ବିଲ୍…