Latest Odisha News

BREAKING NEWS

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ…

ଚଣ୍ଡିଗଡ଼ରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡିଗଡ଼ : ରାଜ୍ୟ ହେଉ ଅବା ରାଜ୍ୟ ବାହାରେ ଓଡ଼ିଆମାନେ ଯେଉଁଠି ରହନ୍ତି ଓଡ଼ିଆତ୍ୱକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ପଞ୍ଜାବର ଚଣ୍ଡିଗଡ଼ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଖୁବ ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଚଣ୍ଡିଗଡ଼ ଉତ୍କଳ ସାଂସ୍କୃତିକ ସଙ୍ଘର ସଭାପତି…

ଇସ୍ରୋର ଆଉ ଏକ ସଫଳତା; ଆର୍‌ଏଲ୍‌ଭିର ସଫଳ ଲ୍ୟାଣ୍ଡିଂ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଇସ୍ରୋ, ଡିଆର୍‌ଡିଓ(ISRO-DRDO) ଓ ଭାରତୟୀ ବାୟୁସେନା ମିଳିତ ଭାବେ ଅଣ୍ଡର ଡେଭଲପମେଣ୍ଟ ରିୟୁଜେବଲ ଲଞ୍ଚ ଭେଇକଲର ସଫତାପୂର୍ବକ ଲାଣ୍ଡିଂ କରିଛନ୍ତି। ଏହିସଫଳତା ପରେ ଭାରତ ତାର ନିଜର ‘ସ୍ପେସ୍‌ ପ୍ଲେନ୍’ ପ୍ରସ୍ତୁତ କରିବା ସ୍ୱପ୍ନର ନିକଟତର ହୋଇଛି। ଆଜି ସକାଳେ(ଏପ୍ରିଲ-୨)…

ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ

ଗୀତ : ପିୟାସୀରେ ନୀର ଖୋଜୁ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ଛବି ରାୟ ଗୀତ :  କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ ଏ’ ରାଇଜେ କ୍ଷୀର ନୀର…

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ…

ଦେଶରେ ୪ ହଜାର ମୁହାଁ ଦୈନିକ କୋଭିଡ-୧୯ ସଂକ୍ରମଣ; ଦିନକରେ ଗଲା ୪ ଜୀବନ

ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ।  ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି…

କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ହତ୍ୟାକାରୀକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ୍

ଲକ୍ଷ୍ନୌ: ୨୦୨୦ରେ କ୍ରିକେଟର ସୁରେଶ ରାଇନାଙ୍କ ପିଉସା, ପିଉସୀ ଓ କକା ପୁଅ ଭାଇଙ୍କୁ ହତ୍ୟା କରିଥିବା ଅପରାଧିକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ। ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅପରାଧୀ ରଶିଦ୍ ଓରଫ ସିପହିୟା ଓରଫ ଚଲ୍‌ତା ଫିର୍‌ତା ଉପରେ ପୂର୍ବରୁ ଉତ୍ତର ପ୍ରଦେଶ…

ସୁରଟ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଯେମିତି ସମସ୍ୟା ଭିତରେ ଫସି ଯାଇଛନ୍ତି ରାହୁଲ । ସଦସ୍ୟତା ପଦ ରଦ୍ଦ ପରେ ସରକାରୀ ବାସଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଆସିଛି ।  ମିଳିଥିବା ସୂଚନା ଅନୁସାରେ ରାହୁଲ ଏବେ ସୁରଟ କୋର୍ଟର ରାୟକୁ ଉପର…

ଆର ପାରିରେ ପୂର୍ବତନ କ୍ରିକେଟର ସଲୀମ ଦୂରାନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ପୂର୍ବତନ ଅଲରାଉଣ୍ଡର ଭାରତ ପକ୍ଷରୁ ୨୯ ଟେଷ୍ଟ ଖେଳି ୧୨୦୨ ରନ ଓ ୭୫ ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୭୦ ମ୍ୟାଚରେ ୮୫୪୫ ରନ ଓ ୪୮୪ ୱିକେଟ ନେଇଛନ୍ତି । ୧୧…

ବିହାରରେ ଉଗ୍ର ରୂପ ନେଉଛି ହିଂସା:୧୦୨ ଗିରଫ

ପାଟନା:ରାମ ନବମୀ ଅବସରରେ ବିହାରରେ ଦେଖା ଦେଇଥିବା ହିଂସା ଭୟଙ୍କର ରୂପ ନେଉଛି ।  ଶନିବାର ଏହି ହିଂସା ପୁଣି ଉଗ୍ର ରୂପ ନେଇଛି । ଶରିଫ ଏବଂ ସାସାରାମରେ ସଂଘର୍ଷ ଘଟିଛି । ପରିସ୍ଥିତି ଗୁରୁତର ହେଉଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ…