Latest Odisha News

BREAKING NEWS

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି…

କିଏ କହିଲେ ସିନ୍ଦେଙ୍କ ପୁଅ ମୋତେ ମାରିବା ପାଇଁ ଦେଇଛି ସୁପାରୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ରୋମାଂଚକର ଖବର ସମ୍ମୁଖକୁ ଆସିଛି । ମଙ୍ଗଳବାର ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯେ, ସମସ୍ତଙ୍କୁ ଚକିତ କରିଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ବିରୋଧରେ ସାଂଘାତିକ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ…

ଦାଦା ସାହେବ ଫାଲକେ ପୁରସ୍କାର: କୁଇନ କହିଲେ ନେପଟୋଜିମ ମାଫିଆ ପୁଣି ଜିତିଲେ

ମୁମ୍ବାଇ: ସୋମବାର ଦାଦା ସାହେବ ଫାଲକେ ପୁରସ୍କାରର ଘୋଷଣା କରାଯାଇଛି । ଏଥିରେ ବ୍ରହ୍ମାସ୍ତ୍ର ପାଇଁ ରଣବୀର କାପୁର ଓ ଗଙ୍ଗୁବାଇ କାଠିୱାଡି ନିମନ୍ତେ ଆଲିୟାଙ୍କୁ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଘୋଷଣା ପରେ ବଲିଉଡର କୁଇନ ଭାବେ ପରିଚିତ…

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ।…

ରାୱଲପିଣ୍ଡି ଏକ୍ସପ୍ରେସ ହୋଇଥାନ୍ତେ ଗ୍ୟାଙ୍ଗଷ୍ଟାର

କରାଚୀ: ପାକିସ୍ତାନ କ୍ରିକେଟର ମହାନ ବୋଲର ଶ୍ରେଣୀରେ ସାମିଲ ସୋଏବ ଅଖତରାଙ୍କ ଅନେକ ପ୍ରଶଂସକ ଭାରତରେ ଅଛନ୍ତି । କ୍ରିକେଟରେ ପ୍ରତିଷ୍ଠିତ ହେବା ପରେ ସୋଏବ ବଲିଉଡ ଉପରେ ଆଖି ପକାଇଥିଲେ । ଏପରିକି ଗ୍ୟାଙ୍ଗଷ୍ଟାର ଫିଲ୍ମର ମୂଖ୍ୟ ଭୂମିକା ମଧ୍ୟ ତାଙ୍କୁ ଅଫର ହୋଇଥିଲା । ସୋଏବ ତାଙ୍କ ବାୟୋପିକ…

ଦୁନିଆର ସବୁଠୁ ବଡ ରେଳ ଷ୍ଟେସନ: ଯେଉଁଠି ଏକା ସଙ୍ଗରେ ଅଟକିଥାଏ ୪୪ ଟ୍ରେନ

ଯାତ୍ରୀ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳପଥ ହେଉଛି ପ୍ରମୁଖ ମାଧ୍ୟମ । କେବଳ ଭାରତ ନୁହେଁ, ରେଳ ହେଉଛି ବିଶ୍ୱର ଅଧିକାଂଶ ଦେଶରେ ଯୋଗାଯୋଗର ସର୍ବୋତ୍ତମ ମାଧ୍ୟମ । ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସୁବିଧାଜନକ ଅଟେ ।…

ଗୋପାଳ ଗୁଳିର ଗୁମର ଖୋଲିବ ନା ରହସ୍ୟରେ ରହିଯିବ…

ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ…

ବାଗେଶ୍ୱର ଧାମର ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୋପାଳ: ବାଗେଶ୍ୱର ଧାମର ବିବାଦୀୟ ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସାଳଗ୍ରାମ ଗର୍ଗ(୨୩) ବିରୋଧରେ ମାମଲା ରୁଜୁ କଲା ମଧ୍ୟପ୍ରଦେଶ ପୁଲିସ। କାଲୁ ଅହିରୱାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସାଳଗ୍ରାମଙ୍କ ବିରୋଧରେ ଏସ୍‌ଏସ୍‌ଟି ଆକ୍ଟ ଅଧୀନରେ ଛତରପୁର ପୁଲିସ ମାମଲା ରୁଜୁ…