Latest Odisha News

BREAKING NEWS

ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା…

ଭାଷା ଭାଗବତ : ମତ ସମୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ନ ହେଲେ ସମୀକ୍ଷିତ ଜଣା ପଡ଼େନି ମିଛ, ସତ ତେଣୁ ଅଟଇ ଅକାରଣ ବିରୋଧ ଅବା ସମର୍ଥନ ଯାହା ବି ଲାଗଇ ନୂତନ ସେହି ଆଡ଼କୁ ନେଇ ମନ ଗ୍ରହଣ ଅବା ପ୍ରତ୍ୟାଖ୍ୟାନ କରଂତି ଜ୍ଞାନୀ ଓ ଅଜ୍ଞାନ ନୂତନ ପଦ୍ଧତି, କୌଶଳ କାମକୁ କରିଲେ ସରଳ…

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବର୍ତ୍ତମାନ ପୂଜିତ ବିଗ୍ରହ ହେଉଛି 'ଦାରୁ ବ୍ରହ୍ମ' । ଅର୍ଥାତ ପ୍ରତ୍ୟେକ ବିଗ୍ରହର ଶରୀର ଦାରୁ ନିର୍ମିତ୍ତ ଓ ତା' ମଧ୍ୟରେ ବ୍ରହ୍ମ ପଦାର୍ଥ ସଂଯୁକ୍ତ ହୋଇ ଦାରୁ…

କବିତା : ମରୁଭୂମିରେ ସୂର୍ଯ୍ୟାସ୍ତ

ସୁଜାତା ମିଶ୍ର  ମରୁଭୂମିରେ ଅପରାହ୍ନର ଖରା ମଉଳି ଯାଏ... ବାଲୁକା ଶେଯରେ ଲମ୍ବି ଲମ୍ବି ଯାଏ ଓଟର ଛାଇ ..., ମାଇଲ୍ ମାଇଲ୍ ଧରି ବାଲିର ବିସ୍ତୃତିକୁ ସ୍ୱର୍ଣ୍ଣ ଲୋହିତ ରଙ୍ଗରେ ସଜେଇ.. ବାରୁଣୀ ଗଗନ ତଳେ ନୀରବରେ କ୍ଳାନ୍ତ ଅପରାହ୍ନର ମ୍ଲାନ ଚିହ୍ନ ଯାଏ ତ ଉଭେଇ.., ଫୁଲ…

ରାହୁଲଙ୍କୁ ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟ: ଯେଉଁ ଅଞ୍ଚଳରେ ଚୀନ ନିର୍ମାଣ କରୁଛି ତାକୁ ୧୯୬୨ରେ ବେଆଇନ କବଜା କରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲଙ୍କ ପ୍ରଶ୍ନର ଉତ୍ତର  ଦେଇ କହିଥିଲେ ଆମେ ଚୀନକୁ ଡରୁନାହୁଁ । ଯଦି ଡରୁଥାନ୍ତୁ ତେବେ ଏଲଏସିରେ ଏତେ ସୈନ୍ୟ ମୁତୟନ କରିନ ଥାନ୍ତୁ । ଚୀନ…

ଆପଣଙ୍କର ବାହାଘର ହୋଇପାରୁନି କି ! ତେବେ ଆପଣାନ୍ତୁ ଏହି ଉପାୟ….

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ…

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଦେଖିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ମାର୍ଚ୍ଚ ୯ ରୁ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି…

ଏକନାଥ ସିନ୍ଦେ ଶିବସେନାର ଅଧ୍ୟକ୍ଷ ନିର୍ବାଚିତ, ଆଜି ସୁପ୍ରିମକୋର୍ଟରେ ଉଦ୍ଧବଙ୍କ ଆବେଦନର ଶୁଣାଣି

 ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିଥିଲେ। ଏହି ସଭାରେ ଏକନାଥ ସିନ୍ଦେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିକଟରେ ନିର୍ବାଚନ ଆୟୋଗ ତାଙ୍କ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଥିଲେ ଏବଂ…