Latest Odisha News

BREAKING NEWS

ବଜେଟ ୨୦୨୩-୨୪: କଣ ମହଙ୍ଗା ହେବ, କଣ ଶସ୍ତା ହେବ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି…

ବେଲ୍ ଟଙ୍କା ଦେଇ ନ ପାରି ସଜା କାଟୁଥିବା ଗରିବ କଏଦୀଙ୍କୁ ଆର୍ଥିକ ସହଯୋଗ ଦେବେ ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଜେଲ୍‌ରେ ସଜା କାଟୁଥିବା ଗରିବ କଏଦୀମାନଙ୍କୁ ସରକାରୀ ସହାୟତା କଥା କହିଛନ୍ତି। ବେଲ୍ ନ ପାଇ ହଇରାଣ ହେଉଥିବା କଏଦୀମାନଙ୍କୁ ସରକାର ସହାୟତା ଯୋଗାଇ ଦେବେ। ଏନେଇ ମନ୍ତ୍ରୀ…

ବଜେଟ୍‌ ୨୩-୨୪: ୧୦ମ ସ୍ଥାନରୁ ଉଠି ବିଶ୍ୱର ୫ମ ବୃହତ ଅର୍ଥନୀତିର ଦେଶ ହୋଇଛି ଭାରତ, ୨ଗୁଣା ବଢ଼ିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆରମ୍ଭ ଭାଷଣରେ ଅର୍ଥମନ୍ତ୍ରୀ ଦେଶର ଆର୍ଥିକ ପରିସ୍ଥିତିକୁ ପ୍ରଶଂସା କରିଛନ୍ତି। ମୋଦୀ ସରକାରରେ ଗତ ୯ ବର୍ଷରେ ଭାରତର ଅର୍ଥନୀତି ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି।…

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ…

ଆମେରିକା ଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣ: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ। ଖରାଦିନରେ ଦେଶ ବୁଲିଯିବାକୁ ନିମନ୍ତ୍ରଣ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ। ଖବର ସରବରାହ ସଂସ୍ଥା ପିଟିଆଇରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଅତ୍ୟାଧୁନିକ ପ୍ରଣାଳୀରେ ହେବ ଚିକିତ୍ସା  

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  । ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ…

ଇନ୍ଦିରା ଓ ରାଜୀବ ଗାନ୍ଧୀ ସହିଦ ହୋଇ ନାହାନ୍ତି ବରଂ ଏହା ଏକ ଦୁର୍ଘଟଣା ଥିଲା: ବିଜେପି ନେତା

ନୂଆଦିଲ୍ଲୀ: ଦେଶ ପାଇଁ କେବଳ ଗାନ୍ଧୀ ପରିବାର ସହିଦ ହୋଇ ନାହାନ୍ତି। ତା ଛଡ଼ା ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ଯାହା ହେଲା ତାହା ଦୁର୍ଘଟଣା ଥିଲା, ତାକୁ ସହିଦ କୁହାଯିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ ମୁହଁରୁ ଲୁହ ପୋଛି ଭାଉଜ ପୁଣି ତାକୁ ସତେଜ କରି ଦେଲେ । ନଜର ନ ଲାଗିବା ପାଇଁ କାନ ପଛରେ କଳାଟୀକାଟିଏ ଛୁଆଁଇ ଦେଲେ । ସେତେବେଳକୁ ପଦ୍ମିନୀ ଯେମିତିକି ଚାବିଦିଆ କଣ୍ଢେଇଟିଏ ହୋଇଯାଇଥିଲା । ଭାଉଜ…

ବରିଷ୍ଠ ନେତାଙ୍କୁ ଗଳା କାଟି ହତ୍ୟା; ଫେରାର୍‌ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ୍

ଚେନ୍ନାଇ: ତାମିଲନାଡୁ ରାଜନୈତିକ ଦଳ ହିନ୍ଦୁ ମକ୍କାଲ କାଚିର ବରିଷ୍ଠ ନେତାଙ୍କୁ ଗଳାକାଟି ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ ମଦୁରାଇ ଠାରେ ଦୁର୍ବୃତ୍ତଙ୍କ ଏକ ଗ୍ୟାଙ୍ଗ୍ ହିନ୍ଦୁ ମକ୍କାଲ କାଚିର ଦକ୍ଷିଣ ଜିଲ୍ଲା ଡେପୁଟି ହେଡ୍‌ ମଣିକନ୍ଦନଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା…