Latest Odisha News

BREAKING NEWS

ଥାନାରେ ଏଏସ୍‌ଆଇଙ୍କ ‘ଗୋଦ ଭରାଇ’

ଥାନାକୁ ସମ୍ପୂର୍ଣ୍ଣ ଭାବେ ଫୁଲ ଓ ବେଲୁନ୍‌ରେ ସଜ୍ଜା ଯାଇଥିଲା । କିଛି ଥାନା କର୍ମଚାରୀ ଡ଼୍ୟୁଟି କରୁଥିବା ବେଳେ ଆଉ କିଛି ସାଜ୍ଜସଜ୍ଜାରେ ଲାଗି ପଡ଼ିଥିଲେ । ସେଠାରେ ଉତ୍ସବର ଆୟୋଜନ କରାଯାଇଥିଲା । ତାହା ପୁଣି ଗୋଦ୍ ଭରାଇ କାର୍ଯ୍ୟକ୍ରମ । ଏହା ଶୁଣିବା ପରେ ଟିକେ ଖଟକା ଲାଗିପାରେ । ହେଲେ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ଚାକିରି ଛାଡି ଦେବାକୁ ପୁଲିସ ଡିଜିଙ୍କୁ ବିଜୟ ମହାପାତ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ଉପରେ ବର୍ଷିଲେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର। ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ନେଇ ବର୍ଷିଛନ୍ତି। ଏପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଘଟଣାସ୍ଥଳକୁ ଗଲେ ନାହିଁ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।…

ମନ୍ତ୍ରୀଙ୍କୁ ହତ୍ୟା: କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ଏହି ତଦନ୍ତର ତଦାରଖ କରିବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ। ନିକଟରେ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖି ଜଣେ ବିଚାରପତି ଅବା…

୨ ବର୍ଷ ପରେ ରିିଅଲିଟି ଶୋରେ ନଜର ଆସିବେ ମନ୍ଦିରା: ସ୍ୱାମୀଙ୍କ ମୃତ୍ୟୁ ଜୀବନ ବଦଳାଇ ଦେଇଛି

ନୂଆଦିଲ୍ଲୀ- ବଲିଉଡରୁ କ୍ରିକେଟ୍ ପର୍ଯ୍ୟନ୍ତ ସବୁଠି ମନ୍ଦିରା ବେଦୀ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯଦିଓ ସେ କିଛି ସମୟ ପାଇଁ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ, ଖୁବ୍ ଶୀଘ୍ର କିି୍ରକେଟ୍‌ର ଏକ ରିଅଲିଟି ଶୋ ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଶୋର ନାଁ ହେଉଛି…

ମନ୍ତ୍ରୀ ନବ ଦାସଙ୍କ ପିଏସଓ ନିଲମ୍ବିତ, ବ୍ରଜରାଜନଗର ଥାନା ଆଇଆଇସିଙ୍କ ବଦଳି

ଝାରସୁଗୁଡା (କେ ରୋଷନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରିବା ସହିତ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ବଦଳି ହୋଇଛି। ସମ୍ବଲପୁର ଜିଲ୍ଲା…

ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା

ମୁମ୍ବାଇ: ପ୍ରେମରେ ପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ । ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଲେ ସମିତା  । ଶୁକ୍ରବାର ମୁମ୍ବାଇରେ ଆୟୋଜିତ ସମିତା ଆଶିଷ ଚୌଧୁରୀଙ୍କ ବିବାହ ବାର୍ଷିକୀର ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିରେ ସେ ଆମିରଙ୍କ…

ବଜେଟ ୨୦୨୩-୨୪: ପଲ୍ଲୀରୁ ଦିଲ୍ଲୀ ‘ଶ୍ରୀ ଅନ୍ନ’କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ଏହି ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ଶ୍ରୀ ଅନ୍ନ ଯୋଜନା ବାବଦରେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ଦେଶରେ ଚାଷ ହେଉଥିବା ମିଲେଟସର ନାମ…

ଆମେ ଖାଉନା ପିଆଜ, ରସୁଣ, ଆମେ ଛୁଉଁନା ମଦ, ମାଂସ

ବିହାର:ପିଆଜ-ରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହାର ମୂଲ୍ୟ ବଢିବା ଓ କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ ।   ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ…

କେନ୍ଦ୍ର ବଜେଟ: କାହାର ଥିଲା ସବୁଠାରୁ ଲମ୍ବା, କାହାର ଛୋଟ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । କେବଳ ଭାରତ ନୁହେଁ, ସାରା ଦେଶର ଦୃଷ୍ଟି ଥିଲା ଏହି ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଥିଲା  ସବୁଠାରୁ ଲମ୍ବା ବଜେଟ ଭାଷଣ । ଆଜି ସୁଦ୍ଧା କୌଣସି ବଜେଟ ଏତେ ଲମ୍ବା ନ ହୋଇ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଭାଷାର ମୌଳିକ ଉପାଦାନ ଧ୍ୱନି । ଧ୍ୱନିର ମିଶ୍ରଣରୁ ଅର୍ଥପୂର୍ଣ୍ଣ ଶବ୍ଦର ସୃଷ୍ଟି । ବର୍ଣ୍ଣ ସମଷ୍ଟି ଯାହା ଅର୍ଥବୋଧକ, ତାହା ଶବ୍ଦ । ଶବ୍ଦ ମୂଳତଃ ଏକ ବ୍ୟାକରଣିକ ଉପାଦାନ । ପାଣିନୀଙ୍କ ବ୍ୟାକରଣ ‘ଅଷ୍ଟାଧ୍ୟାୟୀ’ କୁ ଶବ୍ଦାନୁଶାସନ କୁହାଯାଏ ।…