ଟ୍ୱିଟର ବାୟୋ ବଦଳାଇଲେ ରାହୁଲ; ଅଭିମାନରେ ଲେଖିଲେ ‘ଅଯୋଗ୍ୟ ସାଂସଦ’ !
ନୂଆଦିଲ୍ଲୀ: ଏବେ ଆକ୍ସନ ମୋଡରେ ରାହୁଲ ଗାନ୍ଧି । ସାଂସଦ ପଦ ହରାଇବା ପରେ କେତେବେଳେ ରାଗି ଯାଉଛନ୍ତି ତ କେତେବେଳେ ଅଭମାନ କରୁଛନ୍ତି । ସୁରଟ କୋର୍ଟ ପକ୍ଷରୁ ତାଙ୍କୁ ଦଣ୍ଡିତ କରାଯିବା ପର ଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଗଲା । ଏହାକୁ ନେଇ ଖାଲି ରାହୁଲ ନୁହେଁ ପୁରା…