Latest Odisha News

BREAKING NEWS

ମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ନିହତ

ମିସିସିପି: ମିସିସିପି ନିକଟ ଟେଟ୍‌ କାଉଣ୍ଟିରେ ଶୁକ୍ରବାର ସିରିଜ୍‌ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡ ଆର୍କାବୁଟ୍‌ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ…

ଦାସ୍ତାନ ଏ କାବୁଲର ନୂଆ ମରିୟମ୍, ତୁନିଷାଙ୍କ ସ୍ଥାନ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ଅଲିବାବା: ଦାସ୍ତାନ ଏ କାବୁଲରେ  ଅଭିନୟ କରୁଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଏବେ ଜେଲରେ ଅଛନ୍ତି ପୂର୍ବ ପ୍ରେମିକ ଶିଜାନ ଖାନ୍ । ତେବେ ଏ ଘଟଣା ପରେ  ଲୋକପ୍ରିୟ ସୋ’ ଅଲିବାବା: ଦାସ୍ତାନ ଏ କାବୁଲରୁ ତାଙ୍କୁ ହଟାଯାଇଥିବା ବେଳେ ଏବେ ତାଙ୍କ ସ୍ଥାନ…

ଅନନ୍ତ ନୀରବତାର ଯୋଗୀରାଜ ଓ ନୃତ୍ୟରାଜ ଶିବ

ରାଜଲକ୍ଷ୍ମୀ ତ୍ରିପାଠୀ  ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା "ଅମ୍ବିକା ବିଳାସ "ରେ ଲେଖିଛନ୍ତି: "ଅଚ୍ୟୁତ ଶିବ ଏ ଅଭିନ୍ନ ଅମ୍ବିକା ରାଧିକା…

ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ: ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ

କଟକ: ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ । ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା । ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଦର ଆଙ୍ଗୁଠିରେ ହୁଡ଼ା ଉପରେ ଉଠିଥିବା ଘାସକୁ ଛିଣ୍ଡାଉ ଛିଣ୍ଡାଉ ପଦ୍ମିନୀ ଗେଲେଇ ହୋଇ କହିଲା- ମୁଁ ତମ ସହ ଜ୧ାରୁ କଥା ହେବିନି । ଏତେ ଦିନରେ ମୁଁ ମନେପଡ଼ିଲି ? - ଓ, ଅଭିମାନ ତେବେ ଏଇଠି ? ହାତ ବଢ଼ାଇ ସେ…

ଆଜି ମହାଶିବରାତ୍ରି; ରାତି ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ…

ହାଇକୋର୍ଟଙ୍କ ରାୟ: ରାଜ୍ୟରେ ସିଏ ଡିଗ୍ରୀ କମର୍ସରେ ସ୍ନାତକୋତ୍ତର ସହିତ ସମାନ

ଭୁବନେଶ୍ୱର: ୨୦୨୧, ଏପ୍ରିଲ ୧୫ର ୟୁଜିସି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ଡିଗ୍ରୀ ପାସ କରିଥିବା ଛାତ୍ର କମର୍ସ ବା ବାଣିଜ୍ୟରେ ସ୍ନାତକୋତ୍ତର କରିବ ସହିତ ସମାନ ବୋଲି ହାଇକୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ୟୁଜିସି ବିଜ୍ଞପ୍ତି ଆଧାରରେ ସିଏ ଡିଗ୍ରୀ ପାସ…

ଆଜି ପବିତ୍ର ମହାଶିବରାତ୍ରି; ୭୦୦ ବର୍ଷ ପରେ ପଡିଛି ଏପରି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ମହାଶିବରାତ୍ରି । ପଞ୍ଚାଙ୍ଗ ହିସାବରେ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ଆଜି ଆଜି ମାନସିକ କରିି ବ୍ରତ ରଖିଥାନ୍ତି । ସାରା ଦିନ ଉପବାସ ରହିବା ପରେ ରାତିରେ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି । ସାରା ରାତି ବସି…

‘ସ୍ନେହା ସମ୍ପୂର୍ଣ୍ଣା’ର ପ୍ରଥମ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର  :  ସମାଜସେବୀ ତଥା ସ୍ତମ୍ବକାର ପ୍ରୀତିଛନ୍ଦା ଧଳ, ସାହିତ୍ୟିକା ବନ୍ଦନା ପଣ୍ଡା ଓ ସମାଜସେବୀ ସଂଘମିତ୍ରା ପାଢ଼ୀଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ମହିଳା ବୁଣାକାରଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ହସ୍ତତନ୍ତ ପ୍ରଦର୍ଶନୀ 'ସ୍ନେହା ସମ୍ପୂର୍ଣ୍ଣା' ସ୍ଥାନୀୟ ମହାବୋଧି ସୋସାଇଟିର…

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ ପାଇଁ ବାରଣାସୀ ଯିବ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ନିକଟରେ ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି ବୋଲି ଜଣାପଡିଛି। ଏବେ ଏହାର…