Latest Odisha News

BREAKING NEWS

ତୁର୍କିରେ ପୁଣି ଭୟଙ୍କର ଭୂମିକମ୍ପ; ଏଥର ତୀବ୍ରତା ୭.୬, ମୃତ୍ୟୁ ସଂଖ୍ୟା ୧୨୦୦କୁ ବୃଦ୍ଧି

ଇସ୍ତାନବୁଲ: ସୋମବାର ସକାଳେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ତୁର୍କିକୁ ଛାର୍‌ଖାର କରିଦେଇଥିବା ବେଳେ ଏବେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏବେ ଏବେ ହୋଇଥିବା ଭୂମିକମ୍ପର ତୀବ୍ରତା ୭.୬ ରହିଥିବା ଆକଳନ କରାଯାଇଛି।  କହରାମନମାରସ ଅଞ୍ଚରେ ଏହି ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ଅଶ୍ୱୀନ-ଲିୟନଙ୍କ ମଧ୍ୟରେ ସ୍ପିନରଙ୍କ ଭୂସ୍ୱର୍ଗରେ କିଏ ସାଜିବ ନାୟକ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃୟାରୀ ୯ରୁ ଆରମ୍ଭ ହୋଇଯିବ । ପ୍ରଥମ ଟେଷ୍ଟ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜ ଜିତିବା ଜରୁରୀ ହୋଇପଡିଛି । ଭାରତୀୟ…

୧୦ ମିନିଟରେ ପରସ୍ପରକୁ ଧକ୍କା ଦେଲା ୪୯ ଗାଡ଼ି, ୧୬ ମୃତ

ବେଜିଂ:ମାତ୍ର ୧୦ ମିନିଟରେ ସବୁକିଛି ଓଲଟିଗଲା । କେହି କିଛି ବୁଝିପାରିଲେନି । ଗାଡିକୁ ଗାଡି ପିଟି ହୋଇ ଚାଲିଥାଏ । ଗୋଟିଏ ବା ଦୁଇଟି ନୁହେଁ, ଏକ ସାଙ୍ଗରେ ୪୯ଟି ଗାଡି ପରସ୍ପରକୁ ଲଗାତାର ଧକ୍କାଦେଇ ଚାଲିଥାନ୍ତି । ଏମିତି ଏକ ଛାତି ଥରାଇଦେବା ପରି ଦୁଘଟଣା ଦେଖିବାକୁ ମିଳିଛି ଚୀନରେ ।…

ହାତ ଗୋଡ଼ ନ ଥାଇ ବି ମଡ଼େଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି । କଥା କଥାକେ ନିଜର ଅକ୍ଷମତା ବା ଅସର୍ମଥତାକୁ ନିନ୍ଦି ଥାନ୍ତି । ହେଲେ ଆଉ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ନିଜର ଅକ୍ଷମତାକୁ…

ଖେଳ ଓ ଖାଦ୍ୟ ପ୍ରିୟ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍‌

ମୁମ୍ବାଇ: ଆଜିବି ମନେ ପଡ଼ନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର  । ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା…

ପେଟ୍ରୋଲ ପକେଇ କର୍ମଚାରୀଙ୍କ ଉପରକୁ ଟଙ୍କା ବିଡା ଫୋପାଡିଲେ ମର୍ସିଡିଜ ମାଲିକ

ଧନୀ ହେବା..ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବା ନିଶ୍ଚୟ ଏକ ଭାଗ୍ୟ ।  ଏ ଭାଗ୍ୟ ସମସ୍ତଙ୍କୁ ମିଳେନି । ଧନୀ ହେବା ଭଗବାନଙ୍କର ଏକ ଆଶୀର୍ବାଦ ନିଶ୍ଚୟ ।  ତେବେ ଏ କଥା ସତ ଯେ, ଏହି ଅପର୍ଯ୍ୟାପ୍ତ ସମ୍ପତ୍ତି କେତେବେଳେ କାହା ହାତରୁ ଖସିଯିବ କେହି ଜାଣି ପାରିବେନି ।   ରାଜେନ୍ଦ୍ରାସନରୁ…

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ମାମୁ ଅମୀରଙ୍କ ପରେ ଏବେ ଭଣଜା ଇମ୍ରାନ ବି ପଡିଛନ୍ତି ପ୍ରେମରେ

ମୁମ୍ବାଇ: ଅମୀର ଖାଁଙ୍କ ପରେ ଏବେ ତାଙ୍କ ଭଣଜା ଇମ୍ରାନ ଖାଁ ମଧ୍ୟ ପ୍ରେମରେ ପଡିଛନ୍ତି । ଇମ୍ରାନ ବଲିଉଡରେ ନିଜ ସ୍ଥିତି ଜାହୀର କରିଥିଲେ ମଧ୍ୟ ହଠାତ ବଲିଉଡରୁ ଦୂରେଇ ଯାଇଥିଲେ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଦୂରତା ଅବଲମ୍ବନ କରିଥିଲେ । ତେବେ ଦୀର୍ଘ ଦିନ ପରେ ଇମ୍ରାନଙ୍କୁ ଲେଖା…

ପାନ୍-ଆଧାର ସଂଯୋଗର ଡେଡ ଲାଇନ ଘୋଷଣା କଲେ ସରକାର, ନ କଲେ ଅକାମୀ ହୋଇଯିବ ପାନ୍

ନୂଆଦିଲ୍ଲୀ: ପାନ-ଆଧାର ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରି ଦେଇଛନ୍ତି । ଏଥିପାଇଁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଡେଡ ଲାଇନ ଦେଇଛନ୍ତି । ମୋଟ ୬୧ କୋଟି ପାନରୁ ୪୮ କୋଟି ପାନ ଆଧାର କାର୍ଡ ସହ ଲିଙ୍କ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆଧାର-ପାନ ସଂଯୋଗ ନ ହେବ ତେବେ କାରବାର…