Latest Odisha News

BREAKING NEWS

ଭାରତର ୧ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୪୦ ପ୍ରତିଶତରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ଧନୀଙ୍କ ସଂଖ୍ୟା । ଅକ୍ସଫାମର ରିପୋର୍ଟ ଅନୁସାରେ, ଦେଶରେ ୨୦୨୦ ମସିହାରେ ୧୦୨ ଜଣ ବିଲିଅନାରୀ ଥିଲେ । ୨୦୨୨ରେ ବିଲିଅନାରୀ ଅର୍ଥାତ୍ ଅରବପତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି । ସୋମବାର ଅକ୍ସଫାମ ଇଣ୍ଟରନାସନାଲ ପକ୍ଷରୁ ୱାର୍ଲ୍ଡ ଇକୋନୋମିକ ଫୋରମ୍ ଆନୁଆଲ୍…

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ୍‌’

ନୂଆଦିଲ୍ଲୀ : ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି ‘ପଠାନ’। ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି ଦର୍ଶକ । ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି । ସୁପରଷ୍ଟାର ଶାହରୁଖ ଖାନଙ୍କ ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖିବାକୁ…

ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ଫ୍ରୋଜେନ ମଟର ବ୍ୟବସାୟ କରନ୍ତୁ..ପାଆନ୍ତୁ ୫୦ରୁ ୮୦ ପ୍ରତିଶତ ଲାଭ

ଭୁବନେଶ୍ଠର: ଶୀତଦିନେ ବଜାରରେ ଫ୍ରୋଜେନ ମଟରର ବେଶ୍ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ଏହି ବ୍ୟବସାୟ ଆରମ୍ଭ କରି ବହୁତ ଭଲ ରୋଜଗାର କରିପାରିବେ । ସାଧାରଣତଃ ସମସ୍ତେ ଫ୍ରୋଜନ ମଟର ତରକାରୀ ପସନ୍ଦ କରନ୍ତି । ଘରେ ଘରେ ପ୍ରିୟ ଖାଦ୍ୟ ଭାବରେ ମଟର ବ୍ୟବହୃତ ହେଉଥାଏ ।  ତେଣୁ ବଜାରରେ…

‘ମୁଁ ଚାଲି ଯାଉଛି, କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା..’

ମୁଁ ଚାଲି ଯାଉଛି । କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା.. । ସରି ଦିଦି । ମୁଁ ତତେ ବହୁତ ଭଲ ପାଏ । ମମି ପାପ ତତେ ଲାଗିଲେ । ସେ ମୋତେ ମିଛି କହି ବାହା ହେଲେ । ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଲେ । ମାଡ, ଗାଳି, ଭାଷା ଝଗଡା, ବ୍ଲାକେମଲ..ଆଉ ସହି ପାରୁନି ଦିଦି.. ।…

ମଣିଷ କିନ୍ତୁ ରବର କଣ୍ଢେଇ ପରି ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡନ୍ତି

ଗାବନ: ପତଳା ଶରୀର । ଯୁୃଆଡେ ଚାହିଲେ ସିଆଡେ ମୋଡି ହୋଇ ଯାଉଛି । ମୋଡାମୋଡି ଶରୀରରେ ଯିଏ ତାଙ୍କୁ ଦେଖିବ, ଡରିଯିବ । ଲାଗିବ ବୋଧହୁଏ ଶାରୀରିକ ଭିନ୍ନକ୍ଷମ । କିନ୍ତୁ ନା । ସେ ଶାରୀରିକ ଭାବେ ସୁସ୍ଥ ଏବଂ ସକ୍ଷମ । ଏତେ ସକ୍ଷମ ଯେ ତାଙ୍କର ଶରୀର ତାଙ୍କ ନିୟନ୍ତ୍ରଣରେ । ଯୋଗ ହେଉଛି…

ପାରିବାରିକ କଳହର କରୁଣ ପରିଣତି; ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମା’

କଟକ: ମଧୁପାଟଣାରୁ ଆସିଲା ଚାଞ୍ଚଲ୍ୟକର ଘଟଣା  । ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା କଟକ ମଧୁପାଟଣାର ଶ୍ରୀରାମନଗର ଅଞ୍ଚଳରେ ଘଟିଛି  । ଜଣେ ମା ଦୁଇ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛି  । ପୁଅକୁ ହତ୍ୟା…

ରାଲି ନୁହେଁ ଅଟା ଟ୍ରକ ପଛରେ ଧାଉଁଛନ୍ତି ଲାକେ..ଭାଇରାଲ ହେଲା ପାକିସ୍ତାନର ବିକଳ ଦୃଶ୍ୟ

ଇସଲାମବାନ: ପାକିସ୍ତାନରେ ହାହା କାର ସ୍ଥିତି । ଖାଦ୍ୟ ସଙ୍କଟ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଖାଦ୍ୟ ନ ପାଇ ଲୋକେ ଡହଳବିକଳ ହେଉଛନ୍ତି  । ବିଶେଷକରି  ଗହମ ଅଭାବ ଯୋଗୁ ଅରାଜକ ସ୍ଥିତି ଦେଖିବାକୁ ମିଳିଛି । ଅଟା ୨୦ କିଲ ପାଇଁ  ଲୋକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡୁଛି…

ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ  । ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର…

ମାରକ ମୂଲକ : ମହାମାରୁ ମାହାଳିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍‍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍‍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍‍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର…