Latest Odisha News

BREAKING NEWS

ନେପାଳରେ ରାଜନୈତିକ ସଙ୍କଟ: ପ୍ରଚଣ୍ଡଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଆରଏସପି

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି । ରବିବାର ପୁଷ୍ପ କମଲ ଦହଲଙ୍କ ସରକାରରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଛି । ଫଳରେ ସରକାର ତିଷ୍ଠିବା ନେଇ ବିପଦ ସୃଷ୍ଟି ହୋଇଛି । ୨୦୨୨ ନେପାଳ ନିର୍ବାଚନରେ ରବି ଲାମିଛାନେଙ୍କ ଆରଏସପି ଚତୁର୍ଥ ବଡ ପାର୍ଟି…

୪୪ ତମ ସଫ୍ଟବଲ ପ୍ରତିଯୋଗିତା ଉଦଘାଟିତ

ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଆଜିଠାରୁ ୫ ଦିନିଆ ୪୪ ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ ଆରମ୍ଭ ହୋଇଛି । ଉଦଘାଟନର ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ…

ଅପରାଧକୁ ନେଇ ବିଜେପିର ରାଜନୀତି ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ…

ଘରୋଇ ଟେଷ୍ଟ କ୍ରିକେଟ ସିରିଜରେ ଭାରତକୁ ହରାଇବା ଅସମ୍ଭବ !

ନାଗପୁର: ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଟିମ ଭାରତରେ ପଂହଚି ସାରିଛି । ତେବେ ଦୀର୍ଘ ୧୦ ବର୍ଷର ରେକର୍ଡକୁ ବିଚାରକୁ ନେଲେ ଘରୋଇ ପରିବେଶରେ ଭାରତକୁ ହରାଇବା ଭ୍ରମଣକାରୀ ଟିମ ପାଇଁ ପ୍ରାୟତଃ ଅସମ୍ଭବ ହୋଇ ପଡିଛି । ୨୦୧୩ ପରଠାରୁ ଟିମ ଇଣ୍ଡିଆ କ୍ରମାଗତ…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ଧର୍ମେନ୍ଦ୍ର, ଗୃହମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ୱର: ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଜାନୁଆରୀ ୨୯ ଘଟଣା ଓଡ଼ିଶାବାସୀଙ୍କୁ ହତବାକ୍ କରି ଦେଇଛି । ଜଣେ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ହତ୍ୟା କରିବା । ହତ୍ୟାର ସପ୍ତାହକ ପରେ ଡିଜିପି କହିବେ ଜଗନ୍ନାଥ ହିଁ ଭରସା । ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି…

ବିବାହ ଡ୍ରେସ୍‌ରେ କେକ୍ : ଗିନିଜ୍ ୱାଲ୍ଡ ରେକର୍ଡ଼ କଲେ ମହିଳା

କେକ୍‌ରେ ତିଆରି ହୋଇଛି ବିବାହ ଡ଼୍ରେସ୍ । ଆଉ ଯେଉଁମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ସେମାନେ ଏହି କେକ୍‌କୁ କାଟି ଖାଉଛନ୍ତି । ମହିଳା ଜଣକ ଏପରି କରି ନିଜ ନାମକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସାମିଲ କରିପାରିଛନ୍ତି । ସୁଇଜରଲାଣ୍ଡର ନତାଶା କୋଲିନ୍ କିମ୍ ଫେହଲି ଫେକାସ୍ ।…

୭୦୦ବର୍ଷ ହେବ ଗାଁରେ ତିଆରି ହେଇନି ଦୁଇ ମହଲା କୋଠା

ପ୍ରତ୍ୟେକ ଗାଁରେ ନିଜସ୍ୱ କିଛି ଅଲଗା ବିଶ୍ୱାସ ଓ ପରମ୍ପରା ରହିଛି । ରାଜସ୍ଥାନରେ ଏକ ଗାଁ ରହିଛି ଯାହା ଏକ ନିଆରା ବିଶ୍ୱାସ ପାଇଁ ପ୍ରସିଦ୍ଧ । ଚାରୁ ଜିଲ୍ଲା ସର୍ଦ୍ଦାର ତହସିଲର ଉଦାର ଗାଁ । ଏହି ଗାଁରେ ଗତ ୭୦୦ ବର୍ଷ ଧରି  କେହି ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ କରିନାହାଁନ୍ତି । ଗାଁର…

କୁକୁର କଲା ଜାତି ପ୍ରମାଣପତ୍ର ପାଇଁ ଆବେଦନ

କୁକୁରର ବି ଦରକାର ଜାତି ପ୍ରମାଣପତ୍ର । ଏଥିପାଇଁ ସେ ବିଭାଗୀୟ କାର୍ଯ୍ୟାଳୟରେ ଆବେଦନ କରିଛି । ଏମତି ଅଜବ ଘଟଣା ଘଟିଛି ବିହାରର ଗୟା ଅଞ୍ଚଳରେ । ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ଏହି କୁକୁର ନାଁ ହେଉଛି ଟମି । ବିହାରରେ ଗତ ଜାନୁୟାରୀ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ…

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଢୋଲକିଆ…

ମୁମ୍ବାଇ : ଛୋଟ ପରଦାରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଉର୍ବଶୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ହେଲେ ଉର୍ବଶୀଙ୍କର ବିଶେଷ କ୍ଷତି ହୋଇ ନଥିବା ସୂଚନା ରହିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ…