ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ବର୍ଣ୍ଣନା କରିବା ଅବସରରେ ମନରେ ପ୍ରଶ୍ନ ଆସେ ପ୍ରଭୁ ମଣିଷମାନଙ୍କ ଭଳି ସବୁ ଲୀଳା କରୁଛନ୍ତି, ବେଶ ଗୁଡିକ ମଧ୍ୟ ଧାରଣ କରୁଛନ୍ତି ତେବେ ମାର୍ଗଶିର ମାସ କୃଷ୍ଣ…