Latest Odisha News

BREAKING NEWS

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ଗାଁରେ ବିକ୍ରି ହୁଏ ନାହିଁଁ କ୍ଷୀର, ନିୟମ ଭାଙ୍ଗିଲେ ଘଟେ ଅଘଟଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଗାଁ କମଇ  । ଯେଉଁଠାରେ କେବେ କ୍ଷୀର ବିକ୍ରି ହୁଏ ନାହିଁ । ଗ୍ରାମବାସୀଙ୍କ  ବିଶ୍ୱାସ ରହିଛି ଯେ, ଯଦି ସେମାନେ କ୍ଷୀର ବିକ୍ରି କରିବେ, ତେବେ କିଛି ଅଘଟଣ ନିଶ୍ଚିନ୍ତ ଘଟିବ । ଏହି କାରଣରୁ ଲୋକମାନେ କ୍ଷୀର ବିକ୍ରୟ କରିବା କଥା ଭାବିବାକୁ ମଧ୍ୟ ଭୟ କରନ୍ତି  ।…

ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ  ଗାଇଡ୍‌ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା)  ଆରମ୍ଭ କରାଯାଇଛି । ଏହି ଯୋଜନାରେ ଦକ୍ଷିଣ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ବଜେଟ୍ ଉପରେ ସାଧାରଣଙ୍କ ଦୃଷ୍ଟି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଚଳିତ ଆର୍ଥିକ ବର୍ଷର ବଜେଟ୍ ନିକଟରେ ଆସୁଥିବାରୁ ଭାରତୀୟ ଅର୍ଥନୀତିର ଭଲ ଓ ମନ୍ଦ ବିଶ୍ଳେଷଣ କରିବାର ସମୟ ଆସିଛି । ଏହି ପୃଷ୍ଠଭୂମିରେ ଚଳିତ ଆର୍ଥିକ ବର୍ଷ ୨୦୨୨-୦୨୩ ଭାରତୀୟ ଅର୍ଥନୀତି ପାଇଁ ଏକ ଆହ୍ୱାନର ବର୍ଷ ହୋଇପାରେ । ଗତ ବର୍ଷ ଫେବୃଆରୀରେ…

ବାଲ୍ୟ ବିବାହ ରୋକିବାକୁ ଆସାମରେ ଚଢାଉ ଜାରି; ୧୮୦୦ରୁ ଅଧିକ ଗିରଫ  

ଦିଶପୁର: ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାକୁ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି ଆସାମ ସରକାର। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ଆଜି ୧୮୦୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ…

ସୁପ୍ରିମକୋର୍ଟକୁ ଖୁବ ଶୀଘ୍ର ମିଳିପାରନ୍ତି ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇବାକୁ ଥିବା ୫ ଜଣ ଜଜଙ୍କ ନିଯୁ୍କ୍ତିକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇପାରନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୩ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବାବେଳେ  ୨ ଜଣ ହାଇେକାର୍ଟ ଜଜ ଅଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଗତ ଡିସେମ୍ବର ୧୩ ତାରିଖରେ…

ସୁପ୍ରିମକୋର୍ଟରେ ପହଞ୍ଚିଲା ଅଡାନୀ ଗ୍ରୁପ୍ ମାମଲା; ହିଣ୍ଡେନବର୍ଗ ବିରୋଧରେ ମାମଲା ଦାୟର  

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଅଡାନୀ ଗ୍ରୁପ୍ ମାମଲା। ଆମେରିକା ସ୍ଥିତ ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ସଂସ୍ଥା ବିଷୟରେ ତଦନ୍ତ କରିବାକୁ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଓକିଲ ଏମ୍‌ଏଲ୍ ଶର୍ମା।…

ଡେଥ୍ ରେଲୱେ ଯାହା ପାଇଁ ପ୍ରାଣ ହରାଇଛନ୍ତି ୧ଲକ୍ଷ୨୦ ହଜାର ଲୋକ

ଇତିହାସରେ ଅନେକ ଘଟଣା ରହିଛି ଯାହା ମନେ ପଡିଗଲେ ଲୋମ ଟାଙ୍କୁରି ଉଠେ, ଦେହ ଶୀତେଇ ଯାଏ । ଏମିତି ଘଟଣାମାନ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏମିତି ଦୁଃଖଦ ସ୍ମୃତିର କଥା ଆଜି କହିବୁ । ଏ କାହାଣୀ ଏକ ରେଳ ଷ୍ଟେଶନର ।     ଏହି ରେଳ ଲାଇନ ନିର୍ମାଣ ବଳେ  ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ…

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ…