Latest Odisha News

BREAKING NEWS

ଫେବୃଆରୀରେ କଂଗ୍ରେସର ପାଓ୍ୱାର ଶୋ’, ଓଡ଼ିଶା ଆସିବେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଓଡ଼ିଶାରେ କଂଗ୍ରେସ କରିବାକୁ ଯାଉଛି ପାଓ୍ୱାର ଶୋ'। ଆସନ୍ତା ମାସରେ ରାଜ୍ୟ କଂଗ୍ରେସ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସିବାର…

ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନା, ସ୍ୱାଧିନତା ସଂଗ୍ରାମୀ ଥିଲେ ଜେଜେ

ନୂଆଦିଲ୍ଲୀ: ଆମେରିକୀୟ ପ୍ରମୁଖ କମ୍ପାନୀଗୁଡ଼ିକ ଉପରେ ଭାରତୀୟଙ୍କ ରାଜୁତି ରହିଥିବା ବେଳେ ଆମେରିକା ରାଜନୀତିରେ ମଧ୍ୟ ଭାରତୀୟଙ୍କ ପ୍ରଭାବ ବଢ଼ିଛି। ଏବେ ରାଷ୍ଟ୍ରପତି ଦୌଡ଼ରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି। ସେ ହେଉଛନ୍ତି ରୋ ଖନ୍ନା। ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି…

‘ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଆମର ଲକ୍ଷ୍ୟ’

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ (ଏନସିଏଫ୍) ବିକଶିତ କରାଯାଇଛି ବୋଲି…

ହକି ବିଶ୍ୱକପ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହୋଇଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ଡିରେ ଭାରତ ତାର ପ୍ରଥମ ମୁକାବିଲାରେ ଅମିତ ରୋହିଦାସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏଥିସହ…

୨୦୨୪ ନିର୍ବାଚନରେ ଓଡ଼ିଶାରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶାରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି। ଏ ନେଇ ଆପର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ସୂଚନା…

ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଉର୍ଫି ଯାଦବ

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସୋସିଆଲ୍ ମିଡିଆ ସେନ୍ସସେସନ ଉର୍ଫି ଯାଦବ। ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟି ଉର୍ଫି ନିଜର ଅଭିଯୋଗ ଜଣାଇଛନ୍ତି। ସୂଚନା ଅନୁସାରେ, ଗତକାଲି ଚିତ୍ରା ଉର୍ଫିଙ୍କ…

ବିଜେପି ଛାଡି କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧର ଗମାଙ୍ଗ?

ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଛାଡି ଖୁବଶୀଘ୍ର ଭାରତ ରାଷ୍ଟ୍ର ସମିତି (ପୂର୍ବ ନାମ ତେଲେଙ୍ଗାନ ରାଷ୍ଚ୍ର ସମିତି)ରେ ଯୋଗ ଦେଇପାରନ୍ତି। ଗମାଙ୍ଗଙ୍କ ସହିତ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଯୋଗ ଦେବାର ସୂଚନା ରହିଛି। ଶୁକ୍ରବାର ବାପ-ପୁଅ ହାଇଦ୍ରାବାଦ…

ଜଙ୍ଗଲ ଭିତରେ କାହାର ଏ ନରକଙ୍କାଳ ?

ବାଙ୍କୀ: ଜଙ୍ଗଲ ଭିତରେ ପଡିଛି ମଣିଷ ଖପୁରୀ ଓ କଙ୍କାଳ  । କାହାର ଏକ ଖପୁରୀ, କଙ୍କାଳ ? ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଗୟଳବାଙ୍କ ନିକଟସ୍ଥ ଜାରିଆ ଜଙ୍ଗଲକୁ କେମିତି ଆସିଲା ? ଆଜି ପାଟ୍ରୋଲିଂ ବେଳେ ପୋଲିସ ଜଙ୍ଗଲରୁ ଉଦ୍ଧାର କରିଛି ଏହି ଖପୁରି ଓ ନରକଙ୍କାଳ । ପରୀକ୍ଷା ପାଇଁ ଏହାକୁ କଟକ…

ଭାଇରାଲ ହେଉଛି ମୋଦୀଙ୍କ ସ୍ୱର୍ଣ୍ଣ ଷ୍ଟାଚ୍ୟୁ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନାର ମୂର୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବମ୍ବେ ଗୋଲ୍ଡ ପ୍ରଦର୍ଶନୀରେ ଜଣେ କଳାକାର ୧୫୬ ଗ୍ରାମ ସୁନାରେ ମୋଦିଙ୍କ ଏକ ଆକର୍ଷଣୀୟ ମୂର୍ତି ନିର୍ମିତ କରିଥିଲେ । ଏହି ମୂର୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ମତରେ…

ଜିନ୍ଦଲକୁ ଦ୍ବିତୀୟ ଥର ପାଇଁ ମିଳିଲା ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର

ଭୁବନେଶ୍ୱର :  ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଦ୍ୱିତୀୟ ଥର ପାଇଁ ମିଳିଛି ସମ୍ମାନଜନକ ଗୋଲଡେନ୍ ପିକକ ପୁରସ୍କାର-୨୦୨୨ ।  ଜାନୁଆରୀ ୧୨ରେ ମୁମ୍ବାଇରେ ଅନୁଷ୍ଠିତ ୧୭ ତମ ଅନ୍ତର୍ଜାତୀୟ ସିଏସ୍ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍ ହେଡ୍  ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ…