Latest Odisha News

BREAKING NEWS

ମହିଳାଙ୍କ ଚୁଟି ବସ ଚକରେ ଫସିଗଲା..ଆଉ ତା ପରେ..

କୋଟ୍ଟାୟମ: ରଖିବ ହରି ଯଦି ମାରିବ କିଏ । ପୁନର୍ବାର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି, ଯାହାକି ବିଶ୍ୱାସ ନ ହେଲେ ବି ସତ । ରିପୋର୍ଟ ମୁତାବକ କୁରିଚୀର ଆମ୍ବିଲି ନାମକ ଜଣେ ମହିଳା ନିକଟସ୍ଥ ଏକ ପ୍ରାଇଭେଟ ସ୍କୁଲରେ ଚାକିରୀ କରନ୍ତି । ବସରେ ଯାଉଥିବା ପିଲାମାନଙ୍କ କଥା ସେ ବୁଝାସୁଝା…

ଏହି ଦିନ ରିଲିଜ ହେବ ପୋନ୍ନିୟିନ ସେଲଭନ-୨

ମାଡ୍ରାସ: ଭାରତର ଖ୍ୟାତନାମା ନିର୍ଦ୍ଦେଶକ ମଣିରତ୍ନମଙ୍କ ପୋନ୍ନିୟିନ ସେଲଭନର ପ୍ରଥମ ପାର୍ଟ ଦେଶରେ ଚହଳ ସୃଷ୍ଟି କରିଥିଲା । ପ୍ରଥମ ଭାଗ ଦେଖିବା ପରେ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ମେକର୍ସଙ୍କ ପକ୍ଷରୁ ଏହାର ରିଲିଜ ତାରିଖ ଘୋଷଣା…

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।…

ଜୟ ଜୟ ମହାରାଷ୍ଟ୍ର ମାଝାକୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ମୁମ୍ବାଇ: ମହାରାଷ୍ଟ୍ର ସରକାର ମଙ୍ଗଳବାର ରାଜ୍ୟ ସଙ୍ଗୀତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏକନାଥ ସିନ୍ଦେ ସରକାର ଜୟ ଜୟ ମହାରାଷ୍ଟ୍ର ମାଝାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀ ମହାରାଜାଙ୍କ ଜନ୍ମ…

ପାକିସ୍ତାନ ମସଜିଦ ବିସ୍ଫୋରଣ ସ୍ଥଳରୁ ମିଳିଲା ଅଭିଯୁକ୍ତର କଟାମୁଣ୍ଡ

ଇସଲାମବାଦ: ଇସଲାମବାଦ ଉତ୍ତର-ପଶ୍ଚିମ ପେଶବାର ସହରସ୍ଥିତ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୯୩ରେ ପହଞ୍ଚିଛି । ଅନ୍ୟପକ୍ଷେ ୨୨୧  ଆହତଙ୍କ ସଂଖ୍ୟା ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । ଏବେ ବି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଶବକୁ ବାହାର…

ପୂର୍ବତନ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ…

ରହସ୍ୟମୟ ଗାଁ : ଏଠି ସବୁ ଦୃଷ୍ଟିହୀନ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ଅଷ୍ଟ୍ରେଲିଆରେ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାର ପାଇଁ ସାଜିଛି ମୁଣ୍ଡ ବ୍ୟାଥାର କାରଣ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଛୋଟ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହାକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ ନ୍ୟୁକ୍ଲିୟର ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୨ ଜାନୁୟାରୀରେ ଏକ ଟ୍ରକରେ କ୍ୟାପସୁଲଗୁଡିକୁ ମାଇନିଂ ସାଇଟକୁ ନିଆ…

ବଳାତ୍କାର ଅଭିଯୋଗରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅହମ୍ମଦାବାଦ:ଗୁଜରାଟର ଏକ କୋର୍ଟ ବଳାତ୍କାର ମାମଲାର ଶଣାଣି କରି ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କୁ ଆଜୀବନ କରାଦଣ୍ଡାଦେଶ ଦେଇଛନ୍ତି । ସେସନ କୋର୍ଟର ଜଜ ଡିକେ ସୋନୀ ଏହି ମାମଲାରେ ସୋମବାର ଦିନ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ । ତେବେ ଦଣ୍ଡାଦେଶ ମଙ୍ଗଳବାରକୁ ସଂରକ୍ଷିତ…

ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ମିଳିଲା ନୂଆ ରାଜଧାନୀ । ଏଣିକି ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍  ଜଗନମୋହନ ରେଡ୍ଡୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଏକ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  …