ବିଧବା ନବୀନାଙ୍କ ଅସହାୟ ପରିବାର, ପ୍ରଶାସନ ସହାୟତାକୁ ଅପେକ୍ଷା
ନବରଙ୍ଗପୁର : ଭଙ୍ଗା ଦଦରା ଘର,୩ ନାବାଳିକା ଝିଅ ସହ ବିଧବା ମହିଳା,ପର ଘରେ ଅଇଁଠା ବାସନ ମାଜିଲେ ପରିବାରକୁ ଗଣ୍ଡେ ଖାଇବାକୁ ମିଳେ । ଅଧାବାଟରୁ ହାତଛାଡି ଆରପାରିକୁ ଚାଲିଗଲା ସ୍ୱାମୀ, ଝିଅ ବି ପାଠଛାଡି ବାସନ ମାଜିବା କାମରେ ମା’କୁ ସହଯୋଗ କରୁଛି । ଏଭଳି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି…