କବିତା : କାହିଁକି ଏମିତି ହୁଏ ?
ତରୁଣ କୁମାର ମିଶ୍ର
ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି
ଉଭୟଙ୍କ ରଙ୍ଗ କଳା ,
କାଉ ରାବ ଶୁଣି ବିରକ୍ତି ଆସଇ
କୋଇଲିର ମଧୁବୋଳା ।
କାଉ ବସା ଦେଖି କୋଇଲି ତାହାର
ଅଣ୍ଡା ଦେଇଥାଏ ରଖି ,
ଛୁଆ ବାହାରିକି କୁହୁ କୁହୁ କହେ
କୁଆ ଦିଏ ତାକୁ ଖୁମ୍ପି ।
କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ…