ସୂଚନା ଯୁଦ୍ଧ ଲଢ଼ୁଛି ବିବିସି: ମୋଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀକୁ ଋଷର ସମାଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରି ରିପୋର୍ଟକୁ ଋଷର ସମାଲୋଚନା। ବିବିସି ସୂଚନା ଯୁଦ୍ଧ ଲଢୁଛି ବୋଲି କହିଲେ ଋଷ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମାରିଆ ଜାଖାରୋଭା। ଏନେଇ ସେ କହିଛନ୍ତି “ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ବିବିସି…