Latest Odisha News

BREAKING NEWS

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ବକ୍ସ ଅଫିସରେ ଧମାଲ୍‌ କଲା ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌  ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି ।…

ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆ : ସାମ୍ନାକୁ ଆସିଲା ଅଷ୍ଟ୍ରେଲିଆର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଖଲିସ୍ତାନି ସମର୍ଥକ ମାନେ ଜାତୀୟ ପତାକା ଧରିଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଷ୍ଟ୍ରେଲିଆ ଟୁଡେ ଏକ ରିପୋର୍ଟ କରିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି…

ଶପଥ ହିଁ ସମାଧାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ…

ଅର୍ଥ ମନ୍ତ୍ରୀଙ୍କ ହାତରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କର ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି । ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ନିରଞ୍ଜନଙ୍କ ହାତରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି…

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ…

ଓଡ଼ିଶାରେ ନୂଆ ନୁହେଁ ନେତା, ମନ୍ତ୍ରୀଙ୍କୁ ଗୁଳି; ପୂର୍ବରୁ ୫ ଜଣ ଏମିତି ହୋଇଛନ୍ତି ଗୁଳିର ଶିକାର

ଭୁବନେଶ୍ବର : କାହିଁକି ନେତା, ମନ୍ତ୍ରୀଙ୍କ ପ୍ରତି ଏତେ ଆକ୍ରୋଶ ? କାହିଁକି ଜନତା ନିଜ ନିର୍ବାଚିତ ନେତାଙ୍କ ଉପେର ଏମିତି ରାଗ ସୁଝାନ୍ତି ? ନେତା, ମନ୍ତ୍ରୀଙ୍କୁ କାହିଁକି ଏମିତି ଗୁଳିର ଶିକାର ହେବାକୁ ପଡେ ?  ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବନାସ ଜୀବନ ଚାଲିଗଲା । ତାହା ପୁଣି…

କୁଆଡ଼େ ଗଲେ ଏଏସଆଇ ଗୋପାଳଙ୍କ ପରିବାର ?

ବ୍ରହ୍ମପୁର: ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ଘର ବ୍ରହ୍ମପୁର ସହର ଆଙ୍କୁଲିରେ। ପ୍ରଥମେ ମନ୍ତ୍ରୀଙ୍କ ଉପରେ ଗୋପାଳ ଗୁଳି ଚଳାଇଥିବା ଖବର ଆସିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଗହଳି ଲାଗିଥିଲା। ଗୋପାଳଙ୍କ ପତ୍ନୀ ଜୟନ୍ତୀ ଏବଂ…

ପିଚ ଉପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

ରାଂଚି: ଭାରତ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ତେବେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପୀଚକୁ ନେଇ ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପିଚ ଟି୨୦ ଖେଳିବା ପାଇଁ…