Latest Odisha News

BREAKING NEWS

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ…

ପିଏଏଫଏଫକୁ ଆତଙ୍କବାଦୀ ସଂଗଠନ ଘୋଷିତ କଲେ ଗୃହ ମନ୍ତ୍ରାଣଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ପିପୁଲ୍ସ ଆଂଟି ଫାସିଷ୍ଟ ଫ୍ରଂଟକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ପାକିସ୍ତାନ ଦ୍ୱାରା ଏହାକୁ ଫଣ୍ଡିଂ କରାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ଛାୟା ଦଳ ଭାବେ ଏହା ଭାରତରେ କାର୍ଯ୍ୟ କରୁଥିଲା । ଜମ୍ମୁ-କଶ୍ମୀର ଏବଂ…

କ୍ୟାବିନେଟରୁ ଇସ୍ତଫା ଦେଲେ ଆପ୍‌ ନେତା ଫୌଜା ସିଂହ ସରାରି

ଚଣ୍ଡିଗଡ଼: କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ଆମ ଆଦମୀ ପାର୍ଟି ମନ୍ତ୍ରୀ ଫୌଜା ସିଂହ ସରାରି। ପଞ୍ଜାବ ଆପ୍ ସରକାରରେ ଜନମଙ୍ଗଳ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଫୌଜା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ…

ଋଷଭ ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ; ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କର ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି। ଗତକାଲି ଅପରାହ୍ନରେ ମୁମ୍ବାଇ କୋଲିଲାବେନ ହସ୍‌ପିଟାଲ୍‌ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର ଦିନଶ ପାର୍ଡିୱାଲା ଓ ୬ ଜଣିଆ ଟିମ୍ ଋଷବ ପନ୍ତଙ୍କ ଡାହାଣ ଗୋଡ଼ରେ ଲିଗାମେଣ୍ଟ ସର୍ଜିରି…

କ୍ରସର ମାଲିକ ଉପରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ସୁନା ଲୁଟିନେଲେ ଦୃର୍ବୁତ୍ତ

ଢେଙ୍କାନାଳ : ମୋଟୋଗାଁ ଥାନା ଅନ୍ତର୍ଗତ ନୂଆ ଓଡାପଡ଼ା ଅଞ୍ଚଳରେ ଗୁଳିକାଣ୍ଡ  । ୧୧ ଜଣ ଦୃର୍ବୁତ୍ତ କ୍ରସର ମାଲିକ ଯୁବରଞ୍ଜନ ପଣ୍ଡାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯୁବରଞ୍ଜନ ପଣ୍ଡାଙ୍କ ସହଯୋଗୀ ସୁବ୍ରତ କୁମାର ନାୟକଙ୍କୁ ମଧ୍ୟ ଦୃର୍ବୁତ୍ତମାନେ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିବା…

ଅସଜଡା ଶିକ୍ଷା ବିଭାଗ; ୯୭ ଶିକ୍ଷକଙ୍କ ପତ୍ତା ମିଳୁ ନ ଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭାଗୀୟ ମନ୍ତ୍ରୀ, ରାଜନେତା ସେତେ ତତ୍ପର ହୋଇ ପଡ଼ଛନ୍ତି । ନିଜ ବିଭାଗ ସଜାଡି ବାହାବ ନେବାକୁ ସମସ୍ତେ ବାହାରି ପଡିଛନ୍ତ ଏବେ । ଗଣଶିକ୍ଷା ମନ୍ତ୍ରୀ ବି ଏବେ ନିଜ ବିଭାଗ ପାଇଁ ବେଶ ତତ୍ପର । ଦୀର୍ଘଦିନ ଧରି ଅନୁପସ୍ଥତ ଥିବା ଶିକ୍ଷକଙ୍କ କଥା…

ଆଉ ତିନି ଦିନ ଥରାଇବ ଜାଡ଼, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ତିନି ଦିିନ ଜାଡରେ ଥରିବ ରାଜ୍ୟ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । ବାୟୁ ମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହରେ…

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ୨ଥର ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ୱେଟଲିଫ୍ଟର ଖୁମୁକଚମ ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସେ ଏନାବୋଲିକ ଷ୍ଟେରୟଡ ଡ୍ରୋଷ୍ଟାନୋଲୋନ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ପ୍ରମାଣିତ ହୋଇଛି । ସେ ଗତ ବର୍ଷ ଗାନ୍ଧୀନଗରରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ…

ଜୋଶୀମଠ ଭୂସ୍ଖଳନ ବିପଦ: ୬୦୦ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ଜୋଶୀମଠ ସହର ଏବେ ବିପଦରେ। ଧୀରେ ଧୀରେ ତଳକୁ ଖୁସୁଛି ସହରର ମାଟି। ଫାଟିଲାଣି ଲୋକଙ୍କ ଘର ଦ୍ୱାର। ଚିନ୍ତାରେ ଜନତା ଓ ସରକାର। ହିମାଳୟ କ୍ଷେତ୍ର ଅନ୍ତର୍ଗତ ଗାଢ଼ବାଲ ହିମାଳୟ ଉପରେ ୧୮୯୦ ମିଟର ଉଚ୍ଚାରେ ଏହି ଛୋଟିଆ ସହରର ଅବସ୍ଥିତ। ସହରର ଜନସଂଖ୍ୟା ୨୦ ହଜାରରୁ ଅଧିକ…