Latest Odisha News

BREAKING NEWS

ତାୱାଙ୍ଗରେ ଉତ୍ତେଜନା: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତ ଏବଂ ଚୀନ୍ ଯବାନଙ୍କ ସଂଘର୍ଷ ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଉଭୟ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ମୁଲତବୀ…

ସୀମାରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚାଲବାଜ ଚୀନର ଔଦ୍ଧତ୍ୟ ସାମ୍ନାକୁ ଆସିବା ପରେ ପୁଣି ଥରେ ସତର୍କ ହୋଇଛି ଭାରତ। ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟର ନିକଟରେ ଥିବା ସୀମାରେ ଭାରତ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍ ପାର୍ଶ୍ୱରୁ ୩୦୦ ଯବାନ ୟାଙ୍ଗସେ ଅଞ୍ଚଳରେ ଭାରତୀୟ ପୋଷ୍ଟ…

ଯୁବଗୋଷ୍ଠୀଙ୍କ ଭବିଷ୍ଯତ ନଷ୍ଟ କରୁଛି ସିଗାରେଟ, ଧୂମପାନ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଲା ଏହି ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ସିଗାରେଟ ବିକ୍ରି କରିପାରିବା ପାଇଁ ବଡ ବଡ ନାମୀଦାମୀ ତାରକାଙ୍କୁ କମ୍ପାନୀ ମାନେ ବିଜ୍ଞାପନ କରାଉଛନ୍ତି। ଏପରି କରି ଗୋଟିଏ ଗୋଷ୍ଠୀକୁ ସିଗାରେଟ ଟାଣିବାକୁ ପରୋକ୍ଷରେ ପ୍ରୋତ୍ସାହନ ଦିଆଯାଉଛି। ଯଦିଓ ବିଜ୍ଞାପନରେ ଲେଖା ହେଉଛି ସିଗାରେଟ ସ୍ବାସ୍ଥ୍ୟ…

କାହାକୁ ‘ପପୁ’ କହି କଟାକ୍ଷ କଲେ ଟିଏମସି ସାଂସଦ?

ନୂଆଦିଲ୍ଲୀ: ଶିଳ୍ପ ଉତ୍ପାଦନ ଉପରେ ସଂସଦରେ ନିଜର ବକ୍ତବ୍ୟ ରଖି ମୋଦୀ ସରକାରକୁ ଘେରିଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର। ସରକାରଙ୍କ ଆର୍ଥିକ ବିକାଶର ଦାବି ଉପରେ ଟିଏମସିର ଲୋକସଭା ସାଂସଦ ମହୁଆ ମୈତ୍ର ସରକାର ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଫେବୃଆରୀରେ ସରକାର…

ଅବୈଧ ରୂପରେ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ୯୦୦ ପାକିସ୍ତାନୀ, ପୋଲିସ ପାଖରେ ନାହିଁ ଠିକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୯୦୦ ପାକିସ୍ତାନୀ ଅବୈଧ ରୂପରେ ରହୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ପୋଲିସ ପାଖରେ ଏମାନଙ୍କ ଠିକଣା ନାହିଁ । ସେହିପରି କେତେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ରହୁଛନ୍ତି ତାହା ମଧ୍ୟ ପୋଲିସକୁ ଜଣା ନାହିଁ । ୫୪୭୭ ବିଦେଶୀ ମଧ୍ୟ ଅବୈଧ ରୂପରେ ଏଠାରେ…

ଆଶୀକ ୩ରେ କାର୍ତିକଙ୍କ ସହ ସ୍କ୍ରିନ ଶେୟାର କରିବେ ନୂଆ ମୁହଁ

ମୁମ୍ବାଇ: ଆଶୀକ, ଆଶୀକ ୨ର ଅପୂର୍ବ ସଫଳତା ପରେ ଏକାର ମେକର୍ସ ଏବେ ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଶୀକରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲ ଏବଂ ଆଶୀକ ୨ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁର ଏହି ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଆଶୀକ…

ଜେରେମୀ ଫରାରଙ୍କୁ ହୂର ମୂଖ୍ୟ ବୈଜ୍ଞାନିକ ଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(ହୂ)ର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଛନ୍ତି ଜେରେମୀ ଫରାର । ତାଙ୍କ ପୂର୍ବରୁ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ ସୌମ୍ୟା ସ୍ୱାମୀନାଥନ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଏମଏସ ସ୍ୱାମୀନାଥନଙ୍କୁ ଭାରତର…

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା…

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ…

୨୦୨୫ରେ ତେଜସ୍ୱୀଙ୍କ ନେତୃତ୍ବରେ ମହାମେଣ୍ଟ ନିର୍ବାଚନ ଲଢ଼ିବ: ନୀତିଶ

ଭୁବନେଶ୍ୱର:  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସର୍ବୋଚ୍ଚ ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ୨୦୨୫ରେ ମହାମେଣ୍ଟ ଧାନସଭା ନିର୍ବାଚନ ଲଢିବ। ମହାମେଣ୍ଟର ବୈଠକ ପରେ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି।…