ଭାରତରେ ୧ ହଜାର କର୍ମଚାରୀ ଛଟେଇ କରିପାରେ ଆମାଜନ
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ବିଶ୍ୱସ୍ତରରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ନିକଟରେ ଘୋଷଣା କରିଛି। ସେଥିରୁ ଭାରତରୁ ପ୍ରାୟ ଏକ ହଜାର କର୍ମଚାରୀ ଛଟେଇ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।
କମ୍ପାନୀ ଷ୍ଟୋର କର୍ମଚାରୀ ପିଏକ୍ସଟି(ପିପୁଲ…